ETV Bharat / sitara

ନୀତୁଙ୍କୁ ‘ଆଇରନ ଲେଡି’ କହିଲେ ରଣବୀର-ରିଦ୍ଧିମା

author img

By

Published : Mar 27, 2021, 1:13 PM IST

ଭାଇରାଲ ହେଲା ‘ଇଣ୍ଡିଆନ ଆଇଡଲ’ର ନୂଆ ପ୍ରୋମୋ ଭିଡିଓ । ଏଥର ଗେଷ୍ଟ ସାଜିବେ ନୀତୁ କପୁର । ଇମୋସନାଲ ଭିଡିଓରେ ନଜର ଆସିବେ ତାଙ୍କ ପୁଅ, ଝିଅ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଏଥର ସିଙ୍ଗି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ’ରେ ଗେଷ୍ଟ ରୂପେ ନଜର ଆସିବେ ଲୋକପ୍ରିୟ ଅଭିନେତ୍ରୀ ନୀତୁ କପୁର । ଭାରତୀୟ ସିନେମାରେ ଦିବଙ୍ଗତ ଅଭିନେତା ଋଷି କପୁର ଏବଂ ନୀତୁଙ୍କ ଅବଦାନକୁ ଏହି ବିଶେଷ ଶୋ ଜରିଆରେ ପାଳନ କରାଯିବ। ହେଲେ ମୁଖ୍ୟ କଥା ହେଲା ଯେ ମା'ଙ୍କ ପାଇଁ ଭାବବିହ୍ବଳ ନଜର ଆସିବେ ଅଭିନେତା ରଣବୀର କପୁର ଓ ରିଦ୍ଧିମା ସାହାଣୀ ।

କାରଣ ନୀତୁଙ୍କ ପାଇଁ ଶୋରେ ଏକ ସ୍ପେଶାଲ ଭିଡିଓ ଜରିଆରେ ରଣବୀର, ରିଦ୍ଧିମା ଇମୋସନାଲ କଥା କହୁଥିବାର ନଜର ଆସିବେ ।

ସେପଟେ ନୀତୁ ମଧ୍ୟ ଯାହାକୁ ଦେଖି ଭାବୁକ ହୋଇପଡିବେ । ଯାହାର ଝଲକ ଶୋର ନୂଆ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି । ମା'ଙ୍କୁ ଆଇରନ ଲେଡି ସହ ତୁଳନା କରିବେ ରିଦ୍ଧିମା । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ଶୋ ଏହି ନିର୍ଦ୍ଦିଷ୍ଟ ଏପିସୋଡ ଏପ୍ରିଲ 2020 ରେ କର୍କଟ ରୋଗ ସହିତ ଦୀର୍ଘ ଯୁଦ୍ଧ ପରେ ଦୁନିଆ ଛାଡି ଚାଲିଯାଇଥିବା ଋଷିଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.