ETV Bharat / sitara

ଋଷିଙ୍କ ପାଇଁ ପ୍ରେୟାର ମିଟ, ଶେଷ ଟ୍ରିପ୍ ମନେ ପକାଇଲେ ନୀତୁ

author img

By

Published : Mar 25, 2021, 1:57 PM IST

ନ୍ୟୁୟର୍କର ଶେଷ ଟ୍ରିପ୍ ଭିଡିଓ ସେୟାର କରି ଋଷିଙ୍କୁ ମିସ୍ କରିବା କଥା ଜଣାଇଲେ ନୀତୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ ସିଂ

ମୁମ୍ବାଇ: ବଲିଉଡର ଲେଜେଣ୍ଡ ଆକ୍ଟର ଋଷି କପୁରଙ୍କ ମୃତ୍ୟୁକୁ 11 ମାସ ପୂରଣ ହୋଇଗଲାଣି । ହେଲେ ଏଯାବତ ତାଙ୍କୁ ମନେ ପାକାଉଛନ୍ତି ଫ୍ୟାନ୍ସଙ୍କ ଠୁ ନେଇ ପରିବାର ସଦସ୍ୟ । ପୁଣିଥରେ ତାଙ୍କୁ ନେଇ ଭାବବିହ୍ବଳ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂ । ତାଙ୍କୁ ମନେ ପଡିଯାଇଛି ଋଷିଙ୍କ ସହ ଶେଷ ଟ୍ରିପ୍ । ଯାହାର ଭିଡିଓ ସେୟାର କରି ମନ କଥା ଲେଖିଛନ୍ତି ସେ ।

ତାଙ୍କ ଏହି ଟ୍ରିପ୍ ନ୍ୟୁୟର୍କର । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ନୀତୁ ଲେଖିଛନ୍ତି, ‘ଆଜି ଋଶିଙ୍କ ପ୍ରେୟାର ମିଟରେ ଭାବିଲି ଏହି ସ୍ମୃତି ସେୟାର କରିବାକୁ । ଯାହା ନ୍ୟୁୟର୍କରେ ଆମର ଶେଷ ଟ୍ରିପ୍ ଥିଲା ।’ ଭିଡିଓରେ ଦେଖିବାକୁ ମିଳୁଛି ଋଷିଙ୍କ ସହ ନୀତୁ ନ୍ୟୁୟର୍କରେ ସଂନ୍ଧ୍ୟା ଏନଜୟ କରୁଥିବାର । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି କ୍ୟାନସର ସହିତ ଦୁଇ ବର୍ଷ ଯୁଦ୍ଧ କରିବା ପରେ 2020 ଏପ୍ରିଲ 30ରେ ଋଷି ମୁମ୍ବାଇର ସାର.ଏଚ.ଏନ. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.