ETV Bharat / sitara

ସୁଶାନ୍ତଙ୍କ ଥ୍ରୋବ୍ୟାକ ଭିଡିଓ ସେୟାର କଲେ ଶ୍ୱେତା, କହିଲେ ମୋ ଭାଇ ମହେନ୍ଦ୍ର ସିଂ ଧୋନି

author img

By

Published : Aug 16, 2020, 9:17 PM IST

ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କ୍ରିତି ସୋସିଆଲ ମିଡିଆରେ ଏକ ଥ୍ରୋ ବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସୁଶାନ୍ତ ତାଙ୍କ ଚାରି ଭଉଣୀଙ୍କ ସହ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

'My brother has become Dhoni', says Sushant Singh Rajput's sister in unseen video
ସୁଶାନ୍ତଙ୍କ ଥ୍ରୋ ବ୍ୟାକ୍ ଭିଡିଓ ସେୟାର କଲେ ଶ୍ୱେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ରବିବାର ଦିନ ଏକ ଥ୍ରୋ ବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ତାଙ୍କ ଚାରି ଭଉଣୀଙ୍କ ସହ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ମୋବାଇଲ୍ କ୍ୟାମେରାରେ ସୁଟ୍ ହୋଇଥିବା ଏହି ଭିଡିଓରେ ସୁଶାନ୍ତ ତାଙ୍କ ଚାରି ଭଉଣୀମାନଙ୍କ ସହିତ ବେଡ ରେ ଶୋଇ ମଜା କରୁଥିବାର ନଜର ଆସିଛନ୍ତି । ଏଥିସହିତ ସୁଶାନ୍ତଙ୍କ ଭଉଣୀ ସୁଶାନ୍ତଙ୍କ ଆଡକୁ ଆଙ୍ଗୁଠି ଦେଖାଇ ମୋ ଭାଇ ମହେନ୍ଦ୍ର ସିଂ ଧୋନି ବୋଲି କହିଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଭଉଣାମାନେ ନିଜ ଭାଇ ପାଇଁ କେତେ ଗର୍ବିତ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ଏହି ଭିଡିଓର କ୍ୟାପସନରେ ଶ୍ୱେତା ଲେଖିଛନ୍ତି, ଆମେ ସମସ୍ତେ ଏକାଠି ଥିଲୁ, ମଜା କରୁଥିଲୁ । ହସୁଥିଲୁ । ଏହି ସମୟକୁ ବହୁତ ମିସ କରୁଛି । ମୋଭାଇ ସବୁବେଳେ ମୋ ହୃଦୟରେ ଅଛି । ସୁଶାନ୍ତଙ୍କ ଏମ ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରେ ତାଙ୍କର ଚତ୍ମକାର ଅଭିନୟକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.