ETV Bharat / sitara

ମଲାଇକାଙ୍କ ମେକଅପ୍ ଫ୍ରି ସେଲଫି ଭାଇରାଲ

ନିକଟରେ, ମଲାଇକା ତାଙ୍କର ଏକ ସେଲଫି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମଲାଇକା ବିନା-ମେକଅପ୍ ରେ ନଜର ଆସିଛନ୍ତି । ମଲାଇକାଙ୍କ ଏହି ଫଟୋକୁ ତାଙ୍କ ପ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଫଟୋ ପୋଷ୍ଟ ହେବା ମାତ୍ରେ ବହୁତ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ...

author img

By

Published : Sep 3, 2020, 4:26 PM IST

malaika aroras latest no make up selfie is winning over the internet
ମଲାଇକାଙ୍କ ମେକଅପ୍ ଫ୍ରି ସେଲଫି ଭାଇରାଲ

ନୂଆଦିଲ୍ଲୀ: ଲକଡାଉନରେ ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।

ଆଜି, ମଲାଇକା ତାଙ୍କର ଏକ ସେଲଫି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମଲାଇକା ବିନା-ମେକଅପ୍ ରେ ନଜର ଆସିଛନ୍ତି ।

ମଲାଇକାଙ୍କ ଏହି ଫଟୋକୁ ତାଙ୍କ ପ୍ରଂଶସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଫଟୋ ପୋଷ୍ଟ ହେବା ମାତ୍ରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଫଟୋର କ୍ୟାପସନରେ ମଲାଇକା ଲେଖିଛନ୍ତି, "ଇଜ୍ ଦ ୱିକେଣ୍ଡ୍ ହିୟର ??? କିଣ୍ଡା ଲଷ୍ଟ ଟ୍ରାକ୍ " ।

ଏହି ସମୟରେ, ମଲାଇକା ପୁଅ ଅରହାନ ଏବଂ ତାଙ୍କର ବନ୍ଧୁ କାସପରଙ୍କ ସହ ଘରେ ଅଛନ୍ତି ।

ଏହା ବ୍ୟତୀତ ମଲାଇକା, ମଲାଇକାସଟ୍ରିକରଟ୍ରିପ ନାମକ ଏକ ସିରିଜ୍ ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଠାରେ ସେ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ଘରୋଇ ଉପଚାର ସେୟାର କରୁଛନ୍ତି ।

ଅନ୍ୟପକ୍ଷରେ, ଅଭିନେତା ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.