ETV Bharat / sitara

ଦାନ କରିବା ଘୋଷଣା ଉପରେ ପ୍ରତିକ୍ରିୟା ରଖିଲେ ଜନ

author img

By

Published : Apr 22, 2020, 8:04 AM IST

ଅନେକ ଷ୍ଟାର୍ସ ପିଏମ କେୟାର୍ସ ଫଣ୍ଡକୁ ଦାନ କରି ସୋସିଆଲ ମିଡିଆରେ ଘୋଣା କରିସାରିଛନ୍ତି । ଏହାକୁ ନେଇ ଭିନ୍ନ ଜବାବ ଦେଲେ ଜନ...

_john abraham
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: କୋରୋନା ଭାଇରସ ଲଢେଇରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ପାଇଁ ଦାନ କରିବାରେ ଲାଗିଛନ୍ତି। ହେଲେ ଅନେକ କଳାକାର ଦାନ କରିବା ଘୋଷଣା ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିବା ବେଳେ ଆଉ କିଛି ଦାନ କରି ଚୁପ ଅଛନ୍ତି। ଏହି ମାମଲାରେ ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ ଏକ ସାକ୍ଷାତକାରରେ କହିଥିଲେ ଯିଏ ମଧ୍ୟ ଦାନ ଦେଇ ଘୋଷଣା କରୁଛନ୍ତି ସେ ଭଲ କାମ କରୁଛନ୍ତି । ହେଲେ ତାଙ୍କ ଭଳି ଲୋକ ଏହାକୁ ସାର୍ବଜନିକ କରିବେ ନାହିଁ । ଅତ୍ୟାଧିକ ବିପରୀତ ଉପାୟରେ ମଧ୍ୟ ନୁହେଁ । ପିଆରଙ୍କ ଦ୍ବାରା ନୁହେଁ । ଦୀର୍ଘ ବର୍ଷ ପୂର୍ବେ ତାଙ୍କୁ ଜଣେ କହିଥିଲେ ଯେ ଏହା ଗୁଡୱିଲ ପାଇବାର ଭଲ ସୁଯୋଗ।

ବର୍ତ୍ତମାନ ଆମେ ଏକ ଜଟିଳ ସମୟ ଦେଇ ଗତି କରୁଛେ । ଆଉ ଯଦି ଦାନ କରୁଛି ତେବେ କାହାରିକୁ ଜଣାଇବେ ନାହିଁ । ହଁ ଯେଉଁମାନେ ଦାନ କରି ଘୋଷଣା କରିଛନ୍ତି ତାହା ମଧ୍ୟ ଭୁଲ ନୁହେଁ । ଏଥି ନିମନ୍ତେ ସେ ସେହି କଳାକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.