ETV Bharat / sitara

କବୀର ସିଂ ହେବାକୁ ଚାହାଁନ୍ତି ଜାହ୍ନବୀ

ପରଦାରେ ମହିଳାଙ୍କ ଚରିତ୍ରକୁ ଆହୁରି ଅଧିକ ଭୂମିକାରେ ପର୍ଯ୍ୟବେଶିତ କରାଯିବା କଥା ବୋଲି କହିଛନ୍ତି ଜାହ୍ନବୀ । ସେ ମଧ୍ୟ ‘କବୀର ସିଂ’ ଓ ‘ଜୋକର’ର ଫିମେଲ ଭର୍ସନରେ କାମ କରିବାକୁ ପସନ୍ଦ କରିବେ ।

author img

By

Published : Oct 15, 2019, 3:57 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ଆଗାମୀ ପିରିୟଡ ଡ୍ରାମା ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହି ମଲ୍ଟି ଷ୍ଟାରର ଫିଲ୍ମରେ ରଣବୀର ସିଂ, କରୀନା କପୁର ଖାନ, ଅନିଲ କପୁର, ବିକ୍କୀ କୌଶଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ‘ତଖ୍ତ’ରେ ଐତିହାସିକ କାହାଣୀ ଦେଖିବାକୁ ମିଳିବ ।

ନିକଟରେ ଜାହ୍ନବୀ ଫିଲ୍ମ ‘କବୀର ସିଂ’ ଓ ‘ଜୋକର’ ବିଷୟରେ ବଡ ଖୁଲାସା କରିଛନ୍ତି । ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ କି ସମୟ ବଦଳିବାରେ ଲାଗିଛି । କିନ୍ତୁ ତାଙ୍କୁ ଏବେ ମଧ୍ୟ ଲାଗୁଛି ଯେ ମହିଳାଙ୍କ ପାଇଁ ଆଉ କିଛି ଭୂମିକାର ଆବଶ୍ୟକ ଅଛି ।

‘କବୀର ସିଂ’ ଓ ‘ଜୋକର’ର ଫିମେଲ ଭର୍ସନ ହେବା କଥା । ଯାହାଦ୍ବାରା ଦର୍ଶକ ମହିଳା ସବୁ ଚରିତ୍ର ପରଦାରେ ଦେଖିପାରିବେ । ମହିଳାଙ୍କ ସ୍ବାଭାବିକ ରୂପ ଦେଖାଇବା ପାଇଁ ମେକର୍ସ ଓ ନିର୍ମାତାଙ୍କୁ ଆହୁରି କାମ କରିବା ପଡିବ। ଯଦି ତାଙ୍କୁ କେହି ପଚାରିବେ ତେବେ ସେ ଏହି ଦୁଇ ଭୂମୀକା ବ୍ୟତୀତ ନୂତନଙ୍କ ‘ବନ୍ଦିନୀ’ ଭୂମିକା ମଧ୍ୟ କରିବାକୁ ପସନ୍ଦ କରିବେ ବୋଲି କହିଥିଲେ ଜାହ୍ନବୀ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.