ETV Bharat / sitara

78 ବର୍ଷରେ ‘ଷ୍ଟାର ଅଫ ଦ ମିଲେନିୟମ’, ସେହେନ୍ସାଙ୍କୁ ଶୁଭେଚ୍ଛା - 78 ବର୍ଷରେ ବିଗ୍ ବି'

ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇ ଯାଆନ୍ତି ସେଇଠୁଁ ହିଁ ଲାଇନ୍ ଆରମ୍ଭ ହୁଏ । ଗୋଟିଏ ନୁହେଁ କୋଟିଏ ଲୋକଙ୍କ ମୁହଁରେ ତାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ନାମ । କାହା ପାଇଁ ସେ ଆଙ୍ଗ୍ରି ୟଙ୍ଗମ୍ୟାନ, ସେହେନ୍ସା ତ ଆଉ କାହା ପାଇଁ ବିଗ ବି, ଷ୍ଟାର ଅଫ ଦ ମିଲେନିୟମ । ଆଜି ହେଉଛି ସେହି ଶତାବ୍ଦୀର ମହାନାୟକ ବିଗ୍ ବି'ଙ୍କ ଜନ୍ମଦିନ। 78 ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ସେହେନ୍ସା। ସୁପରଷ୍ଟାରଙ୍କ ଶୁଭ ତିଥିରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ।

78 ବର୍ଷରେ ଷ୍ଟାର ଅଫ ଦ ମିଲେନିୟମ' ଅମିତାଭ ବଚ୍ଚନ, ଶେହେନ୍ସାଙ୍କୁ ଶୁଭେଚ୍ଛା

author img

By

Published : Oct 11, 2020, 8:15 AM IST

Updated : Oct 11, 2020, 3:40 PM IST

ନୂଆଦିଲ୍ଲୀ: ବୟସର ଆଉ ଏକ ପାହାଚରେ ପାଦ ଦେଇଛନ୍ତି ବଲିଉଡର ବଚ୍ଚନ । ହେଲେ ସେ ଯେମିତି ଥିଲେ ସେମିତି ରହିଛନ୍ତି, ସମସ୍ତଙ୍କର ଏଭର ଗ୍ରୀନ ହିରୋ । ଆଉ ପାଲଟିଛନ୍ତି ଲକ୍ଷଲକ୍ଷ ଲୋକଙ୍କ ଆଇକନ । ଆଜି ସେହି ଶତାବ୍ଦୀର ମହାନାୟକ ବିଗ୍ ବି'ଙ୍କ ଜନ୍ମଦିନ। 78 ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ସେହେନ୍ସା। ସୁପରଷ୍ଟାରଙ୍କ ଶୁଭ ତିଥିରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏପରିକି ନିଜେ ଅମିତାଭ ଟ୍ବିଟ କରି ତାଙ୍କର ସମସ୍ତ ସଫଳତାର ଶ୍ରେୟକୁ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଫ୍ୟାନ୍ସଙ୍କ ବିନା ସେ କିଛି ନୁହେଁ ବୋଲି କହି ନିଜର ବଡପଣ ଜାହିର କରିଛନ୍ତି ।

78 ବର୍ଷରେ ‘ଷ୍ଟାର ଅଫ ଦ ମିଲେନିୟମ’, ସେହେନ୍ସାଙ୍କୁ ଶୁଭେଚ୍ଛା

ପାଖାପାଖି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସ୍ବର୍ଣ୍ଣିମ କ୍ୟାରିୟର ସହିତ ଏହି ସୁପରଷ୍ଟାର ତାଙ୍କର ଅପୂର୍ବ ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଉ ତାଙ୍କର ସବୁ ଚଳଚ୍ଚିତ୍ର ରାଜ କରେ ଚଳଚିତ୍ର ଜଗତରେ।

  • T 3687 - .. your generosity and love be the greatest gift for me for the 11th .. I cannot possibly ask for more ..🙏 pic.twitter.com/Val1wZCMNh

    — Amitabh Bachchan (@SrBachchan) October 10, 2020 " class="align-text-top noRightClick twitterSection" data=" ">

୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ବଚ୍ଚନ ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ । ଦୀର୍ଘ ୫୦ ବର୍ଷ ଧରି ଅମିତାଭ ବଲିଉଡରେ 200ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ସୃଷ୍ଟି କରିଛନ୍ତି ଏକ ମାଇଲଖୁଣ୍ଟ । ଗୋଟିଏ ନୁହେଁ କୋଟିଏ ଲୋକଙ୍କ ମୁହଁରେ ତାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ନାମ। କାହା ପାଇଁ ସେ ଆଙ୍ଗ୍ରି ୟଙ୍ଗମ୍ୟାନ, ସେହେନ୍ସା ତ ଆଉ କାହା ପାଇଁ ବିଗ ବି, ଷ୍ଟାର ଅଫ ଦ ମିଲେନିୟମ ।

78 ବର୍ଷରେ ଷ୍ଟାର ଅଫ ଦ ମିଲେନିୟମ' ଅମିତାଭ ବଚ୍ଚନ, ଶେହେନ୍ସାଙ୍କୁ ଶୁଭେଚ୍ଛା
78 ବର୍ଷରେ ଷ୍ଟାର ଅଫ ଦ ମିଲେନିୟମ' ଅମିତାଭ ବଚ୍ଚନ, ଶେହେନ୍ସାଙ୍କୁ ଶୁଭେଚ୍ଛା

ସୋଲେ, ଜଞ୍ଜୀର, ଦିୱାର ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇ ଯାଆନ୍ତି ସେଇଠୁଁ ହିଁ ଲାଇନ୍ ଆରମ୍ଭ ହୁଏ । ଦିନେ ଯେଉଁ ଭଏସକୁ ରିଜେକ୍ଟ କରିଦିଆଯାଇଥିଲା । ଆଜି ସେଇ ସ୍ବର ସମସ୍ତଙ୍କୁ ମତୁଆଲା କରୁଛି । ବୋଲ୍ଡ ଆୱାଜ ସହ ଅଭିନୟର ପାରଦର୍ଶିତାରେ ସେ ଏବେ ବଡ ପରଦାର ମେଗା ଷ୍ଟାର ।

ପଦ୍ମ ବିଭୂଷଣ ଅମିତାଭ ବଚ୍ଚନଙ୍କୁ ଫ୍ରାନ୍ସର ନାଇଟ୍ ଉପାଧିରେ ସମ୍ମାନିତ କରାଯାଇଛି । ପ୍ରଥମେ ସଂଘର୍ଷ କରି ପରେ ଗୋଟିଏ ପରେ ଗୋଟିଏ ବାଜି ଜିତି ନେଇଥିଲେ ବିଗ ବି । ଫିଲ୍ମ ଜଗତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର ସମ୍ମାନରେ ସମ୍ମାନୀତ କରାଯାଇଛି । ନିକଟରେ ଅମିତାଭଙ୍କୁ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦ ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Last Updated : Oct 11, 2020, 3:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.