ETV Bharat / sitara

କାଶ୍ମୀର ଟ୍ବିଟ ନେଇ ଟ୍ରୋଲ ହେଲେ ଗୌହର ଖାନ - kashmir tweet

ଟ୍ବିଟ କରି ଫସିଲେ ବିଗ-ବସ୍ ବିଜେତା ଗୌହର ଖାନ । କାଶ୍ମୀରକୁ ନେଇ ଟ୍ବିଟ କରି ଟ୍ରୋଲ ହୋଇଛନ୍ତି ଗୌହର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 9, 2019, 2:19 AM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଧାରା 370 ଉଚ୍ଛେଦ ରାୟ ପରେ ସମଗ୍ର ଦେଶ ଖୁସି । ଗ୍ଲାମର ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଏନେଇ ନିଜ ମତ ରଖିଛନ୍ତି । ବିଗ ବସ-7ର ବିଜେତା ଗୌହର ଖାନ ମଧ୍ୟ ନିକଟରେ କାଶ୍ମୀରକୁ ନେଇ କରିଥିଲେ ଟ୍ବିଟ । ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି ସେ ।

gouhar khan
ଫଟୋ ସୌଜନ୍ୟ: ଟ୍ବିଟର/@GAUAHAR_KHAN
gouhar khan
ଫଟୋ ସୌଜନ୍ୟ: ଟ୍ବିଟର/@GAUAHAR_KHAN

ଧାରା 370ର ପୁର୍ନଗଠନ ପରେ କାଶ୍ମୀରର ସୁରକ୍ଷା କଡାକଡି କରିଦିଆଯାଇଛି । ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ଚାରିଆଡେ କର୍ଫ୍ୟୁ ଲଗାଯାଇଛି । ଏହି ସମସ୍ୟା ଉପରେ ଗୌହର ଟ୍ବିଟ କରି କହିଥିଲେ, ‘ଭାରତ ସରକାରଙ୍କୁ ଅନୁରୋଧ କରୁଛି କି କାଶ୍ମୀରରେ ଇଣ୍ଟରନେଟ ସେବା ପୁଣି ଚାଲୁ କରାଯାଉ କାରଣ ଅନେକ ପରିବାର ପରସ୍ପର ସହ ସମ୍ପର୍କ କରିପାରୁ ନାହାଁନ୍ତି । ପିଲାମାନେ ପରିବାର ସହ ସମ୍ପର୍କ କରିପାରୁନାହାଁନ୍ତି ।’

gouhar khan
ଫଟୋ ସୌଜନ୍ୟ: ଟ୍ବିଟର/@GAUAHAR_KHAN

ଏହାପରେ ଅନ୍ୟ ଏକ ଟ୍ବିଟ କରି କହିଥିଲେ କି କାଶ୍ମୀରରେ ପୂର୍ବରୁ ମଧ୍ୟ କର୍ଫ୍ୟୁ ଲାଗିଥିଲା ମାତ୍ର ଏଥରକ ଏତେ ଦିନ ଯାଏଁ କାହିଁକି ଚାଲୁରହିଛି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଗୌହରଙ୍କୁ ଟ୍ରୋଲ କରିବାରେ ଲାଗିଥିଲେ ୟୁଜର୍ସ । ଏହାପରେ ବି ସେ ଅନେକ ଟ୍ବିଟ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.