ETV Bharat / sitara

ଖାଦ୍ୟ ଫଟୋ ସେୟାର କରି ଟ୍ରୋଲ ହେଲେ ଫାତିମା

ସୋସିଆଲ ମିଡିଆରେ ପୁଣି ଟ୍ରୋଲ ହୋଇଛନ୍ତି ଅଭିନେତ୍ରୀ ଫାତିମା ସନା ଶେଖ । ଇନଷ୍ଟାଗ୍ରାମରେ ଖାଦ୍ୟ ଫଟୋ ସେୟାର କରି ଫଶିଲେ ଫାତିମା ।

author img

By

Published : May 20, 2019, 10:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫାତିମା ସନା ଶେଖ

ମୁମ୍ବାଇ: ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ ବଲିଉଡର ସେକ୍ସୀ ଏବଂ ହଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କରୁଥିବାର ନଜର ଆସିଥାଆନ୍ତି । ଯାହା ପାଇଁ ସେ ସବୁବେଳେ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୁଅନ୍ତି । ଇତିମଧ୍ୟରେ ସେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି । ଏହାପାଇଁ ମଧ୍ୟ ସେ ଟ୍ରୋଲ ହୋଇଛନ୍ତି ।

ଫଟୋରେ ସେ ଏକ ଗାର୍ଡନରେ ବସିଥିବାର ଦେଖାଯାଇଛନ୍ତି । ଏହାସହ ତାଙ୍କ ପାଖରେ ଖାଦ୍ୟ ପ୍ଲେଟ ଏବଂ ସେ କଫି ପିଉଥିବାର ନଜର ଆସୁଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, "ପିକନିକ, ଏହା ମୋ ଖାଦ୍ୟ ନୁହେଁ ।"

ଫାତିମାଙ୍କ ଫଟୋକୁ ନେଇ କିଛି ଫ୍ୟାନ୍ସ ନାରାଜ ହୋଇଯାଇଛନ୍ତି । କାରଣ ରମଜାନ ମାସରେ ସେ ଖାଦ୍ୟ ଫଟୋ ସେୟାର କରିଛନ୍ତି । ତାଙ୍କ ଖାଦ୍ୟ ପ୍ଲେଟ ଏବଂ ତାଙ୍କ ଡ୍ରେସକୁ ନେଇ ଟ୍ରୋଲର କରିବାରେ ଲାଗି ପଡିଛନ୍ତି ଫ୍ୟାନ୍ସ । ୟୁଜର୍ସ କହିଛନ୍ତି କି ରମଜାନ ମାସରେ ଫାତିମା ଖାଦ୍ୟ ଫଟୋ ସେୟାର କରି ନିହାତି ଖରାପ କରିଛନ୍ତି । ଅନେକ ମୁସଲିମ ଅଛନ୍ତି ଯିଏ ରୋଜା ପାଳନ କରୁଛନ୍ତି । ଯିଏ ଏହି ଫଟୋ ଦେଖିବେ ହୁଏତଃ ତାଙ୍କୁ ଖରାପ ଲାଗିପାରେ ।

Intro:Body:

GFgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.