ETV Bharat / sitara

ତିନି ତଲାକ୍ ବିଲ୍ ପାସ୍ ପରେ ଦିୟା ମିର୍ଜାଙ୍କ ପ୍ରତିକ୍ରିୟା

author img

By

Published : Jul 31, 2019, 11:21 PM IST

ତିନି ତଲାକ ବିଲ୍ ପାସ୍ କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ଦିୟା ମିର୍ଜା । ବିଲ୍ ପାସ୍ ପରେ ଗର୍ବିତ ଅନୁଭବ କରୁଛନ୍ତି ଦିୟା ।

ଡିଜାଇନ ଫଟୋ

ହାଇଦ୍ରାବାଦ: ରାଜ୍ୟସଭାରେ ଐତିହାସିକ ତିନି ତଲାକ ବିଲ୍ ପାସ ହୋଇଛି । ଏଥିରେ ସବୁ ମୁସଲମାନ ଭଉଣୀମାନେ ନିଜର ଖୁସି ଜାହିର କରିଛନ୍ତି । ଏହି ବିଲକୁ ଭାରତୀୟ ଲୋକ ସ୍ବାଗତ କରିଛନ୍ତି । ତେବେ ବିଲର ପାସ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଦିୟା ମିର୍ଜା ।

ସଂସଦରେ ଏହି ବିଲର ପାସ୍ କୁ ନେଇ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି ଦିୟା । ଦିୟା କହିଥିଲେ,‘ ମୁଁ ଗର୍ବିତ, ମହିଳାମାନଙ୍କ ପାଇଁ ଏହା ଏକ ଐତିହାସିକ ଘୋଷଣା । ମୁଁ ଏଥିପାଇଁ ଋଣି ।’ ଦିୟା ଏହା ମଧ୍ୟ କହିଥିଲେ କି ଏହା ମହିଳାଙ୍କୁ ସଶକ୍ତ କରିବ ।

ତେବେ ବିବାହ ଅଧିକାର ସଂରକ୍ଷଣ 2019 ବିଲ୍ କୁ ଗତ 30 ଜୁଲାଇରେ ପାରିତ କରାଯାଇଛି । ଅନ୍ୟପକ୍ଷେ ଦିୟା ମିର୍ଜା ମଧ୍ୟ ଭାରତ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ରର ପରିବେଶ ସୁରକ୍ଷାର ରାଷ୍ଟ୍ରଦୂତ ଅଛନ୍ତି । ଏହାସହ ସେ ବାଘଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମଧ୍ୟ ନିକଟରେ ଖୁସି ବ୍ୟକ୍ତ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.