ETV Bharat / sitara

ଟାଇଗର ଶ୍ରଫ ଫ୍ୟାନ୍ସଙ୍କୁ ଦେଲେ ଏମିତି ଚ୍ୟାଲେଞ୍ଜ, ଦେଖନ୍ତୁ ଭିଡିଓ

author img

By

Published : Mar 2, 2022, 5:00 PM IST

ଟାଇଗର ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଟାଇଗର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଟାଇଗର ପ୍ରଶଂସକମାନଙ୍କୁ ଏହି ଚ୍ୟାଲେଞ୍ଜ ସ୍ବୀକାର କରିବାକୁ କହିଛନ୍ତି । ଅଧିକ ପଢନ୍ତୁ

ଟାଇଗର ଶ୍ରଫ ଫ୍ୟାନ୍ସଙ୍କୁ ଦେଲେ ଏମିତି ଚ୍ୟାଲେଞ୍ଜ

ହାଇଦ୍ରାବାଦ: ବଲିଉଡର ଦମଦାର ଅଭିନେତା ଟାଇଗର ଶ୍ରଫ ମାର୍ଚ୍ଚ 2 ରେ ତାଙ୍କର 32ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତାଙ୍କୁ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଟାଇଗରଙ୍କ ରୁମର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ଟାଇଗର ଏହି ବିଶେଷ ଉତ୍ସବରେ ତାଙ୍କ ପ୍ରଶଂସକଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି । ଟାଇଗର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ଟାଇଗର ପ୍ରଶଂସକମାନଙ୍କୁ ଏହି ଚ୍ୟାଲେଞ୍ଜ ସ୍ବୀକାର କରିବାକୁ କହିଛନ୍ତି ।

ଟାଇଗର ଶ୍ରଫ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ହିରୋପନ୍ତି ୨ ଷ୍ଟାଇଲ କରୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରି ଟାଇଗର ଲେଖିଛନ୍ତି, 'ଏହା ମୋର ହିରୋପନ୍ତି-୨ ଷ୍ଟାଇଲ,#poorigalbaat ଚ୍ୟାଲେଞ୍ଜ, ବନ୍ଧୁମାନେ ମୋତେ ଦେଖାଓ କଣ ଶିଖିଲ'। ତେବେ ପୂର୍ବରୁ ଟାଇଗରଙ୍କ ରୁମର ଗର୍ଲଫ୍ରେଣ୍ଡ ଦିଶା ପଟାନି ଏକ ଭିଡିଓ ସେୟାର କରି ଅଭିନେତାଙ୍କୁ ତାଙ୍କର ସୁନ୍ଦର ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ ।

ଏହା ବି ପଢନ୍ତୁ: ଟାଇଗର ଶ୍ରଫଙ୍କ ଷ୍ଟଣ୍ଟ ଦେଖି ଶିଳ୍ପା ଓ ସାମନ୍ଥାଙ୍କ ଉଡିଲା ହୋସ, ଦେଖନ୍ତୁ ଭିଡିଓ

ଏହାପୂର୍ବରୁ, ଟାଇଗର ଇନଷ୍ଟାଗ୍ରାମରେ ମରୁଭୂମିରୁ ତାଙ୍କ ଷ୍ଟଣ୍ଟଗୁଡିକର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଟାଇଗର ଶ୍ରଫ୍ ବ୍ୟାକ୍ ଜମ୍ପ୍ କରୁଥିବା ଦେଖିବାକୁ ମିଳିଥିଲା। ଟାଇଗରର ଷ୍ଟଣ୍ଟଫୁଲ୍ ଭିଡିଓ ଦେଖି ଅନେକ ସେଲିବ୍ରିଟିଙ୍କ ହୋସ ଉଡିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.