ETV Bharat / sitara

ନୱାଜଙ୍କ ସହ ସବୁବେଳେ କାମ କରିବାକୁ ଚାହୁଁଥିଲି: ସୁଧୀର ମିଶ୍ରା - nawazuddin siddiqui

ପ୍ରଥମଥର ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଫିଲ୍ମରେ ନଜର ଆସିବେ ନୱାଜ । ମନୁ ଜୋସେଫଙ୍କ ଉପନ୍ୟାସ 'ସିରିୟସ ମ୍ୟାନ'ର ସଂସ୍କରଣ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ସୁଧୀର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଫ୍ୟାନକ୍ଲବ
author img

By

Published : May 27, 2019, 10:11 PM IST

ମୁମ୍ବାଇ: ନିକଟରେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସୁଧୀର ମିଶ୍ରା କହିଛନ୍ତି କି ସେ ସବୁବେଳେ ବି-ଟାଇନର ଭର୍ସାଟାଇଲ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ସହ କାମ କରିବାକୁ ଚାହୁଁଥିଲେ । ଏହାସହ ସେ ନିଜ ଫିଲ୍ମରେ ନୱାଜଙ୍କୁ ଭଲ ରୋଲ ଦେବାକୁ ମଧ୍ୟ ଅପେକ୍ଷା କରିଥିଲେ ।

ସୁଧୀରଙ୍କ ଆଗାମୀ ଫିଲ୍ମ ଉପନ୍ୟାସ 'ସିରିୟସ ମ୍ୟାନ'ର ସଂସ୍କରଣ ଫିଲ୍ମରେ ନୱାଜ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଅବସରରେ ସୁଧୀର ଏକ ସାକ୍ଷାତକାରରେ ନିଜ ମନ କଥା ଖୋଲି କହିଥିବାର ନଜର ଆସିଥିଲେ ।

ସେ ନୱାଜଙ୍କ ବେଶ ପ୍ରଶଂସା କରି କହିଥିଲେ କି ସେ ଜଣେ ଶାନଦାର କଳାକାର ଏବଂ ତାଙ୍କ ସହ କାମ କରିବାକୁ ସେ ଦୀର୍ଘ ସମୟରୁ ଭାବୁଥିଲେ । ଏହାପାଇଁ ନୱାଜଙ୍କୁ କିଛି ଭଲ ଅଫର କରିବାର ଥିଲା, କାରଣ ଭଲ କଳାକାରଙ୍କୁ ସବୁବେଳେ ଭଲ ସ୍କ୍ରିପ୍ଟ ଦରକାର ଥାଏ । ମନୁ ଜୋସେଫଙ୍କ ଉପନ୍ୟାସ 'ସିରିୟସ ମ୍ୟାନ' ପାଇଁ କେବଳ ନୱାଜ ହିଁ ପରଫେକ୍ଟ ।

ପ୍ରକାଶ ଥାଉ 2010ରେ ପବ୍ଲିଶ ହୋଇଥିବା ଏହି ଉପନ୍ୟାସର କାହାଣୀ ଜାତି, ବର୍ଗ ଏବଂ ଲିଙ୍ଗ ସଂଘର୍ଷର କାହାଣୀ ଉପରେ ଆଧାରିତ ।

ଏହା ଦଳିତ ସମୁଦାୟ ସହ ସମ୍ପୃକ୍ତ ଥିବା ଜଣେ ପିତା ଓ ପୁତ୍ରର କାହାଣୀ । ପିତା ଭୂମିକା ଏଥିରେ ଖୁବ୍ ଅନୁଶାସନଭରା । ଯିଏ ସବୁବେଳେ ନିଜ କ୍ରୋଧ ପାଇଁ ଭୁଲ ନିଷ୍ପତ୍ତି ନେଇଥିବାର ନଜର ଆସିବେ । ଏହି ଭୂମିକା ମାଧ୍ୟମରେ ଜଣେ କ୍ରୋଧଭରା ବ୍ୟକ୍ତି ଭିତରର ନରମ ଛବିକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯିବ ବୋଲି କହିଛନ୍ତି ସୁଧୀର ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.