ETV Bharat / sitara

ସୁଶାନ୍ତଙ୍କ ଉପରେ ଟ୍ବିଟ କରି ଟ୍ରୋଲ ହେଲେ ଅନୁଭବ ସିହ୍ନା

author img

By

Published : May 29, 2021, 1:30 PM IST

ଭାଇରାଲ ହେଉଛି ଅନୁଭବ ସିହ୍ନାଙ୍କ ଟ୍ବିଟ । ଯେଉଁଥିରେ ସେ ସୁଶାନ୍ତଙ୍କ ବିଷୟରେ ଲେଖି ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଭବ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଭବ ସିହ୍ନା

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ବିତିବାକୁ ବସିଲାଣି । ଗତ ବର୍ଷ ଜୁନ 14ରେ ସେ ନିଜ ମୁମ୍ବାଇ ସ୍ଥିତ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ହେଲେ ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହାଁନ୍ତି । ସେପଟେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଫ୍ୟାନ୍ସ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ସୁଶାନ୍ତଙ୍କୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏମିତି କଥା କହିଛନ୍ତି, ଯାହା ପାଇଁ ତାଙ୍କୁ ଟ୍ରୋଲର କରାଯାଉଛି ।

କଥାଟି ହେଲା ଯେ ଅନୁଭବ ଶୁକ୍ରବାର ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଏସଏସଆର ସିଜନ 2 ଖୁବଶୀଘ୍ର ଆସିବାକୁ ଯାଉଛି ।’ ତାଙ୍କର ଏହି କଥା ସେପଟେ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ । ଆଉ ତାଙ୍କ ଟ୍ବିଟକୁ ଆଧାର କରି ସୋସିଆଲ ମିଡିଆରେ ତାଙ୍କୁ କଡା ଜବାବ ଦେଉଥିବାର ନଜର ଆସୁଛନ୍ତି ଅନେକ ଫ୍ୟାନ୍ସ ।

ଜଣେ ଫ୍ୟାନ ଲେଖିଛନ୍ତି, ‘ତୁମ ଜଣଙ୍କ ମୃତ୍ୟୁର ମଜାକ ଉଡାଉଛ ।’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘କେତେଥର ତାଙ୍କ ଆତ୍ମାକୁ ହଇରାଣ କରିବେ ଏହି ଲୋକ।’ ଏହିପରି ଅନେକ ଫ୍ୟାନ୍ସ ବର୍ତ୍ତମାନ ଅନୁଭବଙ୍କୁ କଡା କଥା ଶୁଣାଇବାରେ ଲାଗିଛନ୍ତି ।

  • SSR Season2 coming soon ….

    — Anubhav Sinha (@anubhavsinha) May 28, 2021 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.