ETV Bharat / sitara

ସୁସ୍ଥ ହୋଇ ୱାର୍କଆଉଟରେ ମାତିଲେ ରେମୋ

ଭାଇରାଲ ହେଲା ରେମୋଙ୍କ ନୂଆ ଭିଡିଓ । ଜିମ୍‌ରୁ ସେୟାର କଲେ ୱାର୍କଆଉଟ ଭିଡିଓ । ଗତ ବର୍ଷ ହୃଦଘାତରେ ହୋଇଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେମୋ ଡିସୁଜା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେମୋ ଡିସୁଜା
author img

By

Published : Jan 9, 2021, 8:25 AM IST

ମୁମ୍ବାଇ: ପପୁଲାର କୋରିଓଗ୍ରାଫର, ନିର୍ଦ୍ଦେଶକ ରେମୋ ଡିସୁଜା ଗତ ବର୍ଷ ଅସୁସ୍ଥ ହେବାରୁ ହସ୍ପିଟାଲରେ ବର୍ତ୍ତମାନ । ସୁଟିଂ ସେଟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ସେ । ହେଲେ ଏବେ ସୁସ୍ଥ ହୋଇ ଜିମ୍‌ରେ ୱାର୍କଆଉଟ କରିବା ଆରମ୍ଭ କରିଦେଇଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ନିଜେ ୱାର୍କଆଉଟ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ।

ଭଇରାଲ ହେଉଥିବା ଭିଡିଓରେ ସେ ହ୍ବାଇଟ ସୁଜ୍, ଗ୍ରେ ଲୋଅର ଏବଂ ବ୍ଲାକ କ୍ୟାପ ପିନ୍ଧିଥିବାର ଦେଖାଯାଉଛନ୍ତି । ସେହିପରି ସେ ବାଇସେପ୍ସ ୱାର୍କଆଉଟ କରୁଛନ୍ତି । ଆଉ ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ‘କମବ୍ୟାକ ସବୁବେଳେ ସେଟବ୍ୟାକରୁ ଅଧିକ ଶକ୍ତିଶାଳୀ । ଆଜି ଆରମ୍ଭ କରିଛି । ଧିରେ ଧିରେ ହେଉ କିନ୍ତୁ ଆରମ୍ଭ ତ କରିପାରିଲି ।’

ପ୍ରକାଶ ଥାଉକି ରେମୋ ନିର୍ଦ୍ଦେଶକ ରୂପେ ‘ଏବିସିଡି’, ‘ରେସ’ ଏବଂ ‘ଏବିସିଡି 2’ ଭଳି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇସାରିଛନ୍ତି । ଏହାସହ ସେ ଟିଭିର ଡାନ୍ସର ରିୟାଲିଟି ଶୋରେ ମଧ୍ୟ ଜଜ୍ ରୂପେ ମଧ୍ୟ ନଜର ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.