ଚଣ୍ଡିଗଡ: ସରହିନ୍ଦ ହାଇୱେ ନିକଟରେ ସୋମବାର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଫେମସ ରାପ୍ର ବାଦଶାହ । ତାଙ୍କ କାରର ଏୟାର ବ୍ୟାଗ ଖୋଲିଯିବାରୁ ସେ ବର୍ତ୍ତି ଯାଇଛନ୍ତି । ସକାଳେ ଅଧିକ କୁହୁଡି ଥିବା ଯୋଗୁ ତାଙ୍କ କାରର ଦୁର୍ଘଟଣାର ଶିକାର ହୋଇଥିଲା ।
କାରର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାପ୍ର ବାଦଶାହ - ରାପର ବାଦଶାହଙ୍କ କାର ଦୁର୍ଘଟଣା
ସୋମବାର ସକାଳେ ଅଧିକ କୁହୁଡି ପାଇଁ ଲୋକପ୍ରିୟ ରାପ୍ର ବାଦଶାହ କାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିକଟରେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଚଣ୍ଡିଗଡ: ସରହିନ୍ଦ ହାଇୱେ ନିକଟରେ ସୋମବାର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଫେମସ ରାପ୍ର ବାଦଶାହ । ତାଙ୍କ କାରର ଏୟାର ବ୍ୟାଗ ଖୋଲିଯିବାରୁ ସେ ବର୍ତ୍ତି ଯାଇଛନ୍ତି । ସକାଳେ ଅଧିକ କୁହୁଡି ଥିବା ଯୋଗୁ ତାଙ୍କ କାରର ଦୁର୍ଘଟଣାର ଶିକାର ହୋଇଥିଲା ।
सड़क हादसे में बाल बाल बचे पंजाबी गायक बादशाह
राजपुरा-सरहिंद हाईवे के नजदीक मंगलवार को पंजाबी गायक बादशाह की कार हादसे का शिकार हो गई। गनीमत रही कि कार का एयर बैग के खुलने से बादशाह बाल बाल बच गए।
जानकारी अनुसार धुंध होने की वजह से उनकी कार दुर्घटना कि शिकार हुई है।
Conclusion: