ETV Bharat / sitara

Bogg Boss 15 ଘରୁ ବେଘର ହେଲେ ଉମର ରିଆଜ ! - umar riaz out of bigg boss house

ଗତ ସପ୍ତାହରେ ଉମର ରିଆଜ (Umar Riaz) ଏବଂ ପ୍ରତୀକ ସେହଜପାଲ (Pratik Sehajpal)ଙ୍କ ମଧ୍ୟରେ ଭୟାନକ ଝଗଡା ହୋଇଥିଲା । ଅସନ୍ତୋଷ ବ୍ୟକ୍ତ କରି ବିଗ୍ ବସ୍ 15 ଉମରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଅଧିକ ପଢନ୍ତୁ

ଘରୁ ବେଘର ହେଲେ ଉମର ରିଆଜ
ଘରୁ ବେଘର ହେଲେ ଉମର ରିଆଜ
author img

By

Published : Jan 8, 2022, 6:54 PM IST

ହାଇଦ୍ରାବାଦ: ଗତ ସପ୍ତାହରେ ଉମର ରିଆଜ (Umar Riaz) ଏବଂ ପ୍ରତୀକ ସେହଜପାଲ (Pratik Sehajpal)ଙ୍କ ମଧ୍ୟରେ ଭୟାନକ ଝଗଡା ହୋଇଥିଲା । ଅସନ୍ତୋଷ ବ୍ୟକ୍ତ କରି ବିଗ୍ ବସ୍ 15 ଉମରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ​​ଏବଂ କହିଥିଲା ତାଙ୍କ ନିଷ୍ପତ୍ତି ୱିକେଣ୍ଡରେ ନିଆଯିବ।

ବର୍ତ୍ତମାନ ଖବର ଆସୁଛି ଯେ ନିଷ୍ପତ୍ତି ନିଆଯାଇସାରିଛି। ଉମର ରିଆଜଙ୍କୁ ଘରୁ ବାହାର କରିଦିଆଯାଇଛି ବୋଲି ଦାବି କରାଯାଉଛି। ଯଦିଓ ଏହା ଉପରେ ସନ୍ଦେହ ରହିଛି, କିନ୍ତୁ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଟ୍ବିଟ୍ ଉମରଙ୍କୁ ବହିଷ୍କାର କରାଯାଇଥିବାର ପ୍ରମାଣ ଦେଉଛି ।

  • They do what they wana do .... votes krwao or fir nikal do .... or bash kar karke mental health bhi khraab kar do ..... well played umar @realumarriaz

    — Himanshi khurana (@realhimanshi) January 7, 2022 " class="align-text-top noRightClick twitterSection" data=" ">

ଅସୀମ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, 'ବହୁତ ଭଲ ଖେଳିଲ ଉମର, ଭାଇ ତୁମକୁ ଢେର ସାରା ଭଲପାଇବା । ଯଦିଓ ଅଭିନେତା ଅଧିକ ପ୍ରତିକ୍ରିୟା ଦେଇନାହାଁନ୍ତି କିନ୍ତୁ ଗୋଟିଏ ଧାଡିରେ ହିଁ ସବୁ କଥା କହିଦେଇଛନ୍ତି । ଏଥିସହିତ ହିମାଂଶୁ ଖୁରାନା ନିଜର କ୍ରୋଧ ପ୍ରକାଶ କରି ଟ୍ବିଟ୍ କରି କହିଛନ୍ତି ଯେ, ସେ ତାହା କହିଥାଆନ୍ତେ, ଯାହା ସେ କରିବାକୁ ଚାହିଁଥାନ୍ତେ । ବହୁତ ଭଲ ଖେଳିଲ ଉମର ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.