ETV Bharat / sitara

ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ କଲେ ଭୂମି - ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ

ଏବେ ଭୂମି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ସୁଟିଂ ସ୍ଥାନରୁ କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଭୂମି କହିଥିଲେ ଯେ, ସେ ଜିରୋ ଡିଗ୍ରୀ ସେଲସିୟସରେ ସୁଟିଂ କରୁଛନ୍ତି । ଅଧିକ ପଢନ୍ତୁ...

bhumi-pednekar-shoots-for-badhaai-do-at-zero-degree
ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ କଲେ ଭୂମି
author img

By

Published : Jan 29, 2021, 8:43 PM IST

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ଭୂମି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ସୁଟିଂ ସ୍ଥାନରୁ କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଭୂମି କହିଥିଲେ ଯେ, ସେ ଜିରୋ ଡିଗ୍ରୀ ସେଲସିୟସରେ ସୁଟିଂ କରୁଛନ୍ତି ।

ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ କଲେ ଭୂମି
ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ କଲେ ଭୂମି

ସେୟାର କରିଥିବା ଏକ ଫଟୋରେ ଭୂମି ଖଟ ଉପରେ ଶୋଇଥିବାର ନଜର ଆସିଛନ୍ତି, ଯେଉଁଥିରେ କ୍ୟାପସନରେ ଭୂମି ଲେଖିଛନ୍ତି, 'ସୁମି ଆଜି ବିଛଣା ଛାଡିବାକୁ ଚାହୁଁନାହାଁନ୍ତି । HashtagSumidariesHashtagbadhaii 0 (ଡିଗ୍ରୀ ସେଲସିୟସ), 4.37 A.M. ' ।

bhumi-pednekar-shoots-for-badhaai-do-at-zero-degree
ଜିରୋ ଡିଗ୍ରୀ ସେଲସିୟସରେ 'ବଧାଇ ଦୋ'ର ଶୁଟିଂ କଲେ ଭୂମି

ଭୂମି ସକାଳ 5.04 ରେ ଆଉ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଗରମ କଫି ପିଉଥିବାର ଦେଖିବାକୁ ମିଳିଥିଲା ​​। ଏହି ଫଟୋ ସହିତ କ୍ୟାପସନରେ ଭୂମି ଲେଖିଛନ୍ତି, 'କାରଣ ତୁମକୁ ଯାହା କରିବାକୁ ପଡିବ, ତୁମକୁ ତାହା କରିବାକୁ ହେବ । ମୋତେ ରେଡି ହେବାକୁ ପଡିବ ।

ଯଦିଓ ଫିଲ୍ମର ସୁଟିଂ କେଉଁଠି କରାଯାଉଛି, ତାହା ଭୂମି ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ।

ପ୍ରକାଶ ଥାଉ ଯେ, ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.