ETV Bharat / sitara

ଲାଟେଷ୍ଟ ଓ୍ବାର୍କଆଉଟ ଭିଡିଓ ପୋଷ୍ଟ କଲେ ଅନୀଲ କପୁର

ଲକଡାଉନ ସମୟରେ ଅନୀଲ କପୁର ପରିବାରଙ୍କ ସହିତ ଘରେ ସମୟ ବିତାଉଛନ୍ତି । ଆଜି ଅନୀଲ ନିଜର ଏକ ଓ୍ବାର୍କଆଉଟ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

anil kapoor on his latest workout video never skip leg day see post
ଲାଟେଷ୍ଟ ଓ୍ବାର୍କଆଉଟ ଭିଡିଓ ପୋଷ୍ଟ କଲେ ଅନୀଲ କପୁର
author img

By

Published : Aug 25, 2020, 6:07 PM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ ବଲିଉଡର ଅଭିନେତା ଅନୀଲ କପୁର ପରିବାରଙ୍କ ସହିତ ଘରେ ଅଛନ୍ତି ।

ଏହି ସମୟରେ ଅନୀଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।

ମଙ୍ଗଳବାର ଅନୀଲ ନିଜର ଏକ ଓ୍ବାର୍କଆଉଟ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଭିଡିଓରେ ଅନିଲ ମାଇକେଲ ଜ୍ୟାକସନଙ୍କ “ବିଟ୍ ଇଟ୍” ର ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ସହିତ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓ ପୋଷ୍ଟର କ୍ୟାପସନରେ ଅନୀଲ ଲେଖିଛନ୍ତି, “ନେଭର ସ୍କିପ ଲେଗ୍ ଡେ ” #ଟିଉସଡେଓ୍ବାର୍କଆଉଟ ।

ଅନିଲଙ୍କୁ ଶେଷ ଥର ପାଇଁ ମୋହିତ ସୁରିଙ୍କ ଫିଲ୍ମ ‘ମଲାଙ୍ଗ’ରେ ଦେଖିବାକୁ ମିଳିଥିଲା ।

ଆଗାମୀ ସମୟରେ ଅନୀଲ କିଆରା ଆଡଭାନୀ, ବରୁଣ ଧୱନ ଏବଂ ନୀତୁ କପୁରଙ୍କ ସହ ଏକ ରୋମାଣ୍ଟିକ-କମେଡି ଫିଲ୍ମରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.