ETV Bharat / sitara

ଖିଲାଡିଙ୍କୁ ଧମକ ଦେଲେ ଚମ୍ବଲ ଡକାୟତ

author img

By

Published : Sep 26, 2019, 10:53 PM IST

Updated : Sep 26, 2019, 11:10 PM IST

‘ପୃଥ୍ବୀରାଜ’ ଫିଲ୍ମକୁ ନେଇ ହଟହଟା ଅକ୍ଷୟ କୁମାର । କାରଣ ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଛି କୁଖ୍ୟାତ ଡକାୟତ ଠାରୁ ଧମକ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଅକ୍ଷୟ କୁମାର ଫ୍ୟାନକ୍ଲବ

ମୁମ୍ବାଇ: ଗୋଟିଏ ବର୍ଷରେ ଖିଲାଡି ଅକ୍ଷୟ କୁମାର 3ରୁ 4ଟି ଫିଲ୍ମ ରିଲିଜ କରନ୍ତି । ଆସନ୍ତା ବର୍ଷ ପାଇଁ ସେ ଫିଲ୍ମ ପ୍ରସ୍ତୁତି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । 2020ର ଦୀପାବଳି ଅବସରରେ ଅକ୍ଷୟଙ୍କ ଫିଲ୍ମ ‘ପୃଥ୍ବୀରାଜ’ ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । କିନ୍ତୁ ଫିଲ୍ମ ସୁଟିଂ ପୂର୍ବରୁ ଅକ୍ଷୟଙ୍କ ପାଇଁ ସମସ୍ୟା ସାମ୍ନାକୁ ଆସିଯାଇଛି ।

ସେହି ସମୟକୁ ନେଇ ଚିନ୍ତିତ ମେକର୍ସ । କଥାଟି ହେଲା କି ଚମ୍ବଲର ଡକାୟତ ମଲଖାନ ସିଂ, ଅକ୍ଷୟଙ୍କୁ ଧମକ ଦେଇଛନ୍ତି । ପୃଥ୍ବୀରାଜ ଫିଲ୍ମରେ କୌଣସି ତଥ୍ୟାକୁ ଭୁଲ ଉପସ୍ଥାପନା ଯେମିତି ନକରାଯାଉ ତାହା ନେଇ ଧମକ ମିଳିଛି ଅକ୍ଷୟଙ୍କୁ ।

ପ୍ରକାଶ ଥାଉକି ଅକ୍ଷୟ ଖୁବଶୀଘ୍ର ଐତିହାସିକ କାହାଣୀକୁ ନେଇ ଆଧାରିତ ‘ପୃଥ୍ବୀରାଜ’ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଯେଉଁଥିରେ ସେ ପୃଥ୍ବୀରାଜ ଚୌହାନଙ୍କ ଭୂମିକାରେ ଦେଖାଯିବେ । ମଲଖାନ ଅନୁଯାୟୀ ତାଙ୍କ ପୂର୍ବପୁରୁଷ ପୃଥ୍ବୀରାଜଙ୍କ ଦରବାରରେ ମୁଖିଆ ଭଳି କାମ କରୁଥିଲେ । ଆଉ ଫିଲ୍ମରେ ଖେତ ସିଂଙ୍କ ଭୂମିକାର ମଧ୍ୟ ପର୍ଯ୍ୟବେଶିତ କରାଯାଉ । ଅକ୍ଷୟ କିମ୍ବା ଫିଲ୍ମ ମେକର୍ସ ଏପରି ନକଲେ ତେବେ ସେ କୋର୍ଟର ଦ୍ବାରସ୍ଥ ହେବେ ।

Intro:Body:

BLANK FOR LINK 

Conclusion:
Last Updated : Sep 26, 2019, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.