ETV Bharat / sitara

ହ୍ୟାକ ପରେ ଟ୍ରୋଲର ଶିକାର ହେଲେ ବିଗ-ବି

ଆକାଉଣ୍ଟ ହ୍ୟାକ ପରେ ଏବେ ବିଗ-ବିଙ୍କୁ ହେବାକୁ ପଡିଛି ଟ୍ରୋଲ । ତିଆରି ହେଇଛି ଅମିତାଭଙ୍କ ମିମି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/amitabhbachchan
author img

By

Published : Jun 12, 2019, 10:34 AM IST

ହାଇଦ୍ରାବାଦ: ହ୍ୟାକ ପରେ ଟ୍ରୋଲ ହେଇଛନ୍ତି ବଗ-ବି । ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ ଆକାଉଣ୍ଟ ହ୍ୟାକ ପରେ ଦେଖିବାକୁ ମିଳିଛି ଅମିତାଭଙ୍କ ମିମି । ‘କୌନ୍ ବନେଗା କରୋଡପତି’ଶୋରେ ଅମିତାଭଙ୍କ ଡାଏଲୋଗକୁ ନେଇ ତିଆରି ହୋଇଛି ମିମି ।

troll
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜଣେ ୟୁଜର୍ସ ଅମିତାଭଙ୍କ ଡାଏଲଗ, ‘ସମୟ ଆଗୟା ହୈ ଅବ ବିଦା ଲେନେ କା’କୁ ନେଇ ମିମି କରିଥିବା ବେଳେ ଅନ୍ୟଜଣେ, ‘ୟହାଁ ଲେତେ ହେଁ ଛୋଟା ସା ବ୍ରେକ’କୁ ନେଇ କରିଛନ୍ତି ମିମି । ଟ୍ବିଟର ଆକାଉଣ୍ଟ ହ୍ୟାକ ପରେ ଅନ୍ୟ ଏକ ମିମି ରେ ଅମିତାଭଙ୍କ ଫଟୋ ରଖି ଲେଖାଯାଇଛି,‘ କ୍ୟା କରେ ? ତାଲା ଲଗା ଦିୟା ଯାଏ’ ।

Amitabh bachchan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ ନିକଟରେ ପାକିସ୍ତାନୀ ସମର୍ଥକ ହ୍ୟାକରଙ୍କ ଦ୍ବାରା ହ୍ୟାକ କରାଯାଇଥିଲା । ଅମିତାଭଙ୍କ ପ୍ରୋଫାଇଲ ଫଟୋକୁ ଇମ୍ରାନ ଖାନଙ୍କ ଫଟୋ ସହ ପରିବର୍ତ୍ତନ କରାଯାଇ ‘ଲଭ ପାକିସ୍ତାନ’ ଲେଖିଯାଇଥିଲା । ତେବେ 24 ଘଣ୍ଟା ଭିତରେ ଆକାଉଣ୍ଟ ରିକଭର କରାଯାଇ ସମସ୍ତ ପୋଷ୍ଟ ଡିଲିଟ କରାଯାଇଥିଲା ।

Intro:Body:

fhdh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.