ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ବୁଧବାର କାଜୋଲ ତାଙ୍କ ପ୍ରଶଂସକଙ୍କ ସହ ନିର୍ଦ୍ଦେଶକ ରେଣୁକା ଶାହାଣେଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ କାଜୋଲଙ୍କ ଫୋନର ସ୍କ୍ରିନକୁ ଦେଖୁଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋ ସେୟାର କରି କ୍ୟାପସନରେ କାଜୋଲ ଲେଖିଛନ୍ତି, ଯେତେବେଳେ ମୁଁ ମୋର ପ୍ରିୟ ବ୍ୟକ୍ତିଙ୍କ ସହ ପ୍ରେମଭରା ମି୍ମ ସେୟାର କରିବାକୁ ଉତ୍ସାହିତ, ତ କଣ ହେଲା ସମସ୍ତେ ଏହିପରି କରିପାରିବେ ନାହିଁ?
ନିକଟରେ ରେଣୁକା କାଜୋଲଙ୍କ ମୁକ୍ତିଲାଭ କରିଥିବା OTT ଚଳଚ୍ଚିତ୍ର 'ତ୍ରିଭଙ୍ଗା 'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କାଜୋଲ ଅଭିନେତା ମିଥୀଲା ପାଲକର ଏବଂ ତନଭି ଆଜମିଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ।