ETV Bharat / sitara

ହିନାଙ୍କ ବିକିନି ଅବତାର, ଟ୍ରୋଲ କଲେ ଟ୍ରୋଲର୍ସ - ଭାଇରାଲ ହେଲା ହିନାଙ୍କ ବିକିନି ଫଟୋ

କିଛି ଦିନରୁ ସୋସିଆଲ ମିଡିଆରେ ଘୁରିବୁଲୁଛି ହିନାଙ୍କ ବିକିନି ଫଟୋ । ଯାହାକୁ ଏବେ ଆଧାର କରି ଟାର୍ଗେଟ କରିଛନ୍ତି ଟ୍ରୋଲର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
author img

By

Published : Mar 25, 2021, 12:23 PM IST

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ନିକଟରେ କଥିତ ବୟଫ୍ରେଣ୍ଡ ରକିଙ୍କ ସହ ସମୟ ବିତାଇବା ପାଇଁ ମାଳଦ୍ବୀପ ଯାଇଥିଲେ । ଯେଉଁଠାରୁ ସେ ସୋସିଆଲ ମିଡିଆରେ ନିଜର ଅନେକ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କର ମଧ୍ୟ ମନୋରଞ୍ଜନ କରିଥିଲେ । ହେଲେ କିଛି ୟୁଜର୍ସଙ୍କୁ ତାଙ୍କ ବିକିନି ଫଟୋ ଆଦୌ ପସନ୍ଦ ଆସିନାହିଁ । ଯାହାକୁ ଆଧାର କରି ବର୍ତ୍ତମାନ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ଭାଇରାଲ ହେଉଥିବା ଫଟୋରେ ହିନା ଏକ୍ସପୋଜିଂ ସୁଇମ ସୁଟ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଜଣେ ୟୁଜର ଏହି ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ମ୍ୟାମ୍ ଲଜ୍ୟା ଲାଗୁନି ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ତୁମକୁ ଲଜ୍ୟା ଲାଗିବା କଥା ଯେ ତୁମେ ବିକିନି ପିନ୍ଧି ନିଜର ପ୍ରଦର୍ଶନ କରୁଥିବାରୁ ।’ ଏପରି ଅନେକ ଅପମାନଜନକ କମେଣ୍ଟ ତାଙ୍କ ଫଟୋରେ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି, ନିକଟରେ ହିନା ଲକ୍ସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରି ସମସ୍ତଙ୍କ ହୋସ୍ ଉଡାଇଥିଲେ । ଶୋ ଷ୍ଟପର୍ ଭାବରେ ୱାକ କରିବାକୁ ନେଇ ସେ ଗର୍ବିତ ଅନୁଭବ କରୁଥିବା କଥା ମଧ୍ୟ ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.