ETV Bharat / sitara

ଦୀପିକାଙ୍କ ଅଜବ-ଗଜବ ଭିଡିଓରେ କନଫ୍ୟୁଜ ଫ୍ୟାନ୍ସ

author img

By

Published : Apr 5, 2021, 8:22 AM IST

ଭାଇରାଲ ହେଲା ଦୀପିକାଙ୍କ ନୂଆ ଭିଡିଓ । ‘ଆଉଟ ଅଫ୍ ଦିସ୍ ୱାର୍ଲ୍ଡ’ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ନଜର ଆସୁଛନ୍ତି ଦୀପିକା ପାଦୁକୋନ । ସେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ପ୍ରାୟତଃ କିଛି ନା କିଛି ପୋଷ୍ଟ କରୁଥିବାର ଦେଖାଯାଉଛନ୍ତି । ହେଲେ ଏଥର ସେ ଅଜବ-ଗଜବ ଭିଡିଓ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ସବୁଆଡେ ଦୀପିକାଙ୍କୁ ଦେଖିବାକୁ ମିଳୁଛି । ସେପଟେ ଫ୍ୟାନ୍ସ ତାଙ୍କ ଏହି ଅନ୍ଦାଜ ଦେଖି କନଫ୍ୟୁଜ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ଦୀପିକା ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ କ୍ୟାମେରା ଏଡିଟିଂ ଜରିଆରେ ସେ ଭିଡିଓକୁ ଆଶ୍ଚର୍ଯ୍ୟକର ରୂପ ଦେଇଛନ୍ତି । ଆଉ ସବୁ ସ୍ଥାନରେ କେବଳ ସେ ନଜର ଆସୁଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ଆଉଟ ଅଫ୍ ଦିସ୍ ୱାର୍ଲ୍ଡ । ଇନିଟ୍ ।’

ଯଦି ଦୀପିକା ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ବର୍ତ୍ତମାନ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ନଜର ଆସିବେ । ସେହିପରି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ । ବିବାହ ପରେ ସେ ପ୍ରଥମଥର ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ଏଥିରେ ନଜର ଆସିବେ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.