ETV Bharat / sitara

ପ୍ରଭାସଙ୍କ ସହ ରୋମାନ୍ସ କରିବେ ଦୀପିକା, ସସପେନ୍ସରେ ଫିଲ୍ମ ନାଁ

ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଦୀପିକା । ସେ ଖୁବଶୀଘ୍ର ହ୍ୟାଣ୍ଡସମ ଆକ୍ଟର ପ୍ରଭାସଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

author img

By

Published : Jul 20, 2020, 8:48 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବୈଜୟନ୍ତୀ ମୁଭିଜ ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅଶ୍ବିନ ନାଗ। ‘ବାହୁବଳୀ’ ଫେମ ପ୍ରଭାସଙ୍କ ଏହା 21ତମ ଫିଲ୍ମ ହେବ। ସେହିପରି ଯେବେଠୁ ଫିଲ୍ମ ବିଷୟରେ ଚର୍ଚ୍ଚା ଧରିଛି ସେହି ସମୟରୁ ଟ୍ବିଟରେ ଫ୍ୟାନ୍ସ ଫିଲ୍ମର ଟାଇଟେଲ ‘ପ୍ରଭାସ 21’ ଟ୍ରେଣ୍ଡ କରାଇବା ଆରମ୍ଭ କରିଦେଇଥିଲେ । ହେଲେ ଇତିମଧ୍ୟରେ ଦୀପିକା ଫିଲ୍ମର ଟାଇଟେଲକୁ ନେଇ ବଡ ଖୁଲାସା କରିଛନ୍ତି ।

ଦୀପିକା ନିକଟରେ ଏକ ଟ୍ବିଟ କରି ଲେଖିଥିଲେ, ‘ଫିଲ୍ମର ନାମ ପ୍ରଭାସ 21 ନୁହେଁ। ଏହା ଏଥି ନିମନ୍ତେ ଟ୍ରେଣ୍ଡ କରୁଛି ଯେ ଏହା ପ୍ରଭାସଙ୍କ 21ତମ ଫିଲ୍ମ ହେବାକୁ ଯାଉଛି । ହେଲେ ସେ ଫିଲ୍ମର ଟାଇଟେଲ ଘୋଷଣା କରିନାହାଁନ୍ତି । କିନ୍ତୁ ଜଣାଇଛନ୍ତି ଯେ ଫିଲ୍ମଟି ତିନୋଟି ଭାଷା ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ ହେବ।’

  • Hey @Variety ...

    Thank you for reporting.However,

    a)The film is not titled #Prabhas21.It only happens to be Prabhas’s 21st film.

    b)It is a trilingual film:Hindi,Tamil & Telugu

    Kindly make note.

    Thank You... https://t.co/WCYmPAzLBx

    — Deepika Padukone (@deepikapadukone) July 19, 2020 " class="align-text-top noRightClick twitterSection" data=" ">

ସେହିପରି ନିର୍ଦ୍ଦେଶକ ଅଶ୍ବିନ କହିଥିଲେ, ‘ଦୀପିକାଙ୍କୁ ସେ ନିଜ ଫିଲ୍ମରେ ଦେଖିବାକୁ ସେ ଖୁବ୍ ଉତ୍ସାହିତ । ଏହା ଏମିତି ରୋଲ ଯେଉଁଥିରେ ଅନ୍ୟ ଅଭିନେତ୍ରୀ କେବେ ଅଭିନୟ କରିନାହିଁନ୍ତି । ଯାହା ସମସ୍ତଙ୍କ ପାଇଁ ବଡ ସରପ୍ରାଇଜ ହେବ ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.