ETV Bharat / science-and-technology

ଅତ୍ୟାଧୁନିକ ଟୁଲ୍ସ ସହ ଆପଲ ଆଣିଲା ଆଇଓଏସ 14, ଆଇପ୍ୟାଡଓସ 14 ୱାଚ୍

ଆପଲ୍ ଏହାର ବାର୍ଷିକ ଡେଭଲପର ସମ୍ମିଳନୀ WWDC20କୁ ଭର୍ଚୁଆଲରେ ଆୟୋଜନ କରିଛନ୍ତି। ଆପଲ୍ ଇକୋସିଷ୍ଟମରେ ରହିଥିବା ମେଗା ଅପଡେଟ୍ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିମଧ୍ୟରେ ମହାମାରୀ ମଧ୍ୟରେ ମାର୍କେଟକୁ ଆସିଥିବା ଆଇଓଏସ 14, ଆଇପ୍ୟାଡଓଏସ 14 ଏବଂ ୱାଚ୍ ଓସ 7 ଏଏମଡି ମ୍ୟାକ ଓଏସ ବିଷୟରେ ଆଲୋଚନା ହୋଇଥିଲା।

author img

By

Published : Jun 24, 2020, 4:05 PM IST

Updated : Feb 16, 2021, 7:51 PM IST

ଅତ୍ୟାଧୁନିକ ଟୁଲ୍ସ ସହ ଆପଲ ଆଣିଲା ଆଇଓଏସ 14, ଆଇପ୍ୟାଡଓସ 14

ନୂଆଦିଲ୍ଲୀ: ଆପଲ୍ ଏହାର ବାର୍ଷିକ ଡେଭଲପର ସମ୍ମିଳନୀ WWDC20କୁ ଭର୍ଚୁଆଲରେ ଆୟୋଜନ କରିଛନ୍ତି। ଏଥିରେ ସିଇଓ ଟିମ୍ କୁକ୍ ଜାତିଭେଦ ଏବଂ “ପରିବର୍ତ୍ତନ ପାଇଁ ଏକ ଶକ୍ତି” ବୋଲି ଆହ୍ବାନ ଦେଇଥିଲା। ଏହା ପରେ ଆପଲ୍ ଇକୋସିଷ୍ଟମରେ ରହିଥିବା ମେଗା ଅପଡେଟ୍ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିମଧ୍ୟରେ ମହାମାରୀ ମଧ୍ୟରେ ମାର୍କେଟକୁ ଆସିଥିବା ଆଇଓଏସ 14, ଆଇପ୍ୟାଡଓଏସ 14 ଏବଂ ୱାଚ୍ ଓସ 7 ଏଏମଡି ମ୍ୟାକ ଓଏସ ବିଷୟରେ ଆଲୋଚନା ହୋଇଥିଲା।

ହୋମ ସ୍କ୍ରିନ ଶେଷରେ ରହିଛି ଆପ ଲାଇବ୍ରେରୀ, ଏକ ନୂତନ ସ୍ଥାନ ଯାହା ସ୍ୱୟଂଚାଳିତ ଭାବରେ ଏକ ଉପଭୋକ୍ତାଙ୍କ ସମସ୍ତ ଆପକୁ ସରଳ କାର୍ଯ୍ୟକାରିତା ଉପରେ ବୁଝେଇ ଦେବ। ସହଜ-ନାଭିଗେଟ୍ ଗ୍ରାହକଙ୍କୁ ବିଭିନ୍ନ ସମୟରେ ସହାୟକ ହୋଇପାରେ ବୋଲି କମ୍ପାନୀ କହିଛି।

ସିରି ଆପଲରେ ରହିଥିବା ଏକ ଉନ୍ନତ ଆସିଷ୍ଟାଣ୍ଟ ଯାହା ଆପଣଙ୍କ ଜ୍ଞାନକୁ ବିସ୍ତାର କରେ, ଇଣ୍ଟରନେଟରୁ ଉତ୍ତର ଖୋଜିବାରେ ସାହାଯ୍ୟ କରେ, ଏବଂ ଅଡିଓ ବାର୍ତ୍ତା ପଠାଇପାରେ । ମେସେଜ୍, ନୋଟ୍, ଇମେଲ୍ ଏବଂ ଅଧିକ ନିର୍ଦ୍ଦେଶ ଦେବାବେଳେ କି ବୋର୍ଡ୍ ଡିକଟେସନ୍ ଡିଭାଇସରେ ଚାଲିଥାଏ ବୋଲି ଆପଲ୍ କହିଛି। ସିରି ବର୍ତ୍ତମାନ ଭାଷା ଅନୁବାଦ ପ୍ରଦାନ କରୁଛି ବୋଲି ଆପଲ୍ କହିଛି।

ଆପଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍ ୱିଲିୟମ୍ସ କହିଛନ୍ତି ଯେ, ଏହି ୱାଚ୍ ସ୍ଲିପ୍ ଟ୍ରାକିଂ, ସ୍ୱୟଂଚାଳିତ ହାତ ଧୋଇବା ଦର୍ଶାଇବା ଏବଂ ନୂତନ ୱାର୍କଆଉଟ୍ ପ୍ରକାରକୁ ଏକତ୍ର କରିଥାଏ। ଯାହା ଆମର ଉପଭୋକ୍ତାମାନଙ୍କୁ ସୁସ୍ଥ, ସକ୍ରିୟ ଏବଂ ସଂଯୁକ୍ତ ରହିବାକୁ ସାହାଯ୍ୟ କରିଥାଏ ।

WatchOS 7 ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ ପରିମାଣର ଶୋଇବା, ଶୋଇବା ପୂର୍ବରୁ ଏକ ବେଡ୍ ଟାଇମ ରୁଟିନ୍ ଅବଲମ୍ବନ କରିବାକୁ ସୂଚାଇ ଦିଏ । ଅତିକମରେ 20 ସେକେଣ୍ଡ ପାଇଁ ହାତକୁ ସଠିକ୍ ଭାବରେ ଧୋଇବା COVID-19 ଭୂତାଣୁ ପରି ରୋଗର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଥାଏ

ଆପଲ୍ ୱାଚ୍ ବର୍ତ୍ତମାନ ମୋସନ୍ ସେନ୍ସର, ମାଇକ୍ରୋଫୋନ୍, ଏବଂ ଅନ୍-ଡିଭାଇସ୍ ମେସିନ୍ ବ୍ୟବହାର କରି ସ୍ୱୟଂଚାଳିତ ଭାବରେ ହାତ ଧୋଇବା ଗତି ଏବଂ ଧ୍ୱନିଗୁଡ଼ିକୁ ଚିହ୍ନଟ କରେ ।

ଏହା ପରେ ଏହା ଏକ 20 ସେକେଣ୍ଡ୍ କାଉଣ୍ଟଡାଉନ୍ ଟାଇମର୍ ଆରମ୍ଭ କରେ, ଏବଂ ଯଦି ଉପଭୋକ୍ତା ଶୀଘ୍ର ସମାପ୍ତ କରନ୍ତି, ତେବେ ସେମାନଙ୍କୁ ପୁଣି ଥରେ ଧୋଇବାକୁ କହିଥାଏ। ଆପଲ୍ ୱାଚ୍ ମଧ୍ୟ ଉପଭୋକ୍ତାଙ୍କୁ ଘରକୁ ଫେରିବା ପରେ ହାତ ଧୋଇବାକୁ ମନେ ପକେଇ ଦେବ।

Last Updated : Feb 16, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.