ETV Bharat / jagte-raho

ଅନ୍ତର୍ଜାତୀୟ ଗୋ’ ତସ୍କର ରାକେଟ; ସୀମାରୁ 600 ଗାଈ ଉଦ୍ଧାର

ଗୋ’ ତସ୍କରି କରୁଥିବା ଏକ ଅନ୍ତର୍ଜାତୀୟ ରାକେଟକୁ ଧରିଛି ସୀମା ସୁରକ୍ଷା ବଳ । ଗୋ’ ତସ୍କର କବଳରୁ ଉଦ୍ଧାର ହେଲେ 600 ଗାଈ । ଅଧିକ ପଢନ୍ତୁ ...

SSB unearths international cattle smuggling racket, seizes 21 trucks with over 600 cattle
ସୀମାରୁ 600 ଗୋରୁ ଉଦ୍ଧାର, ଧରାପଡିଲା ଆନ୍ତର୍ଜାତୀୟ ଗୋ ତସ୍କର ରାକେଟ
author img

By

Published : Feb 27, 2020, 2:09 AM IST

ଦିସପୁର: ଆସାମରୁ ଧରାପଡିଲା ଅନ୍ତର୍ଜାତୀୟ ଗୋ’ ତସ୍କର ରାକେଟ । କାମରୁପ ଜିଲ୍ଲାରୁ 600ରୁ ଉର୍ଦ୍ଧ୍ବ ଗାଈଙ୍କ ସହ 23 ଜଣ ଗୋ’ ତସ୍କରଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ (ଏସଏସବି) ।

ବୋର୍ଡରେ ସୀମା ସୁରକ୍ଷା ବଳ (ଏସଏସବି)ର କଡା ପହରା ଯୋଗୁଁ ପଶୁ ତସ୍କରୀ କମିଛି । ଏହି କ୍ରମରେ କାମରୁପର ରଙ୍ଗୀୟା ଅଞ୍ଚଳରେ 21ଟି ଟ୍ରକରୁ 600 ଗାଈଙ୍କୁ ଉଦ୍ଧାର କରାଯାଇଛି ।

ସୁରକ୍ଷା ବଳ ଯାଞ୍ଚରେ ସମସ୍ତ ଗାଈଙ୍କୁ ଉଦ୍ଧାର ସହ ସମସ୍ତ 23 ଗୋ’ ତସ୍କରଙ୍କୁ ମଧ୍ୟ ଗିରଫ କରାଯାଇଛି । ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳର କଡା ପହରା ଯୋଗୁଁ ଗୋ’ ତସ୍କରିରେ ପ୍ରାୟ 96 ପ୍ରତିଶତ କମିଥିବା ଜଣାପଡିଛି । ଗୋ' ତସ୍କରଙ୍କୁ ଗିରଫ କରି ମାମଲା ରୁଜୁ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.