ETV Bharat / international

ମୋଦିଙ୍କ ଗସ୍ତକୁ ସମ୍ମାନ: 250 କଏଦୀ ମୁକ୍ତ

author img

By

Published : Aug 26, 2019, 8:30 AM IST

ମୋଦିଙ୍କ ପ୍ରଥମ ବାହାରିନ ଗସ୍ତରୁ ମିଳିଛି ଫାଇଦା । ମୁକ୍ତ ହୋଇଛନ୍ତି 250 ଭାରତୀୟ କଏଦୀ ।

ଫାଇଲ ଫଟୋ

ମାନାମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତରୁ ଅନେକ ଫାଇଦା ପାଇଛନ୍ତି ବାହାରିନର ଭାରତୀୟ କଏଦୀ । ମୋଦିଙ୍କୁ ସମ୍ମାନ ଜଣାଇ ବାହରିନ ସରକାର 250 ଭାରତୀୟ କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ମାମଲାରେ ସଜା କାଟୁଥିବା ଏହି କଏଦୀଙ୍କ ପାଇଁ ମୋଦିଙ୍କ ଗସ୍ତ ଖୁସିର ମୁହୂର୍ତ୍ତ ଆଣିଦେଇଛି ।

Twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@PMOIndia

ସୂଚନାଯୋଗ୍ୟ ଯେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ବାହାରିନ ଗସ୍ତରେ ଯାଇଥିଲେ । ଏହାକୁ ସମ୍ମାନ ଜଣାଇ ବାହାରିନ ସରକାର ୨୫୦ ଜଣ ଭାରତୀୟ ବନ୍ଦୀଙ୍କ ସଜ୍ଜା ପ୍ରତ୍ୟାହାର କରିନେଇଛନ୍ତି । ଏହାସହ ସମସ୍ତଙ୍କୁ ଖୁବଶିଘ୍ର ମୁକ୍ତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Modi

ଏହି ପଦକ୍ଷେପ ଲାଗି ବାହାରିନ ସରକାରଙ୍କୁ ମୋଦି କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ବାହାରିନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ମୋଦିଙ୍କ ପ୍ରଥମ ବାହାରିନ ଗସ୍ତକୁ ସେଠାକାର ପ୍ରବାସୀ ଭାରତୀୟ ପ୍ରବଳ ଉତ୍ସାହର ସହ ସ୍ବାଗତ କରିଥିଲେ । ମୋଦି ସେଠାକାର ଭାରତୀୟ ସମୁଦାୟକୁ ସମ୍ବୋଧନ କରିବା ସହ RuPay କାର୍ଡର ଉନ୍ମୋଚନ କରିଥିଲେ ।

Intro:Body:

gggggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.