ETV Bharat / international

ଇଟାଲୀରେ କୋରୋନା; ଗୋଟିଏ ଦିନରେ 368 ମୃତ - ଇଟାଲୀରେ ଦିନକରେ 368 ମୃତ

ଇଟାଲୀରେ ଆଜି(ରବିବାର) ଗୋଟିଏ ଦିନରେ 368 ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

aa
ଇଟାଲୀରେ କୋରୋନା: ଦିନକରେ 368 ମୃତ
author img

By

Published : Mar 16, 2020, 2:40 AM IST

ରୋମ: ଚୀନ ପରେ ଏବେ ଇଟାଲୀକୁ ଗ୍ରାସ କରୁଛି ମହାମାରୀ କୋରୋନା ଭାଇରସ । ଇଟାଲୀରେ ଆଜି ଗୋଟିଏ ଦିନରେ 368 ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଇଟାଲୀରେ 1384 ରୁ ଅଧିକ ଜଣଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଛି । ସେହିପରି 15,113 ଜଣ ଆକ୍ରାନ୍ତ ଅଛନ୍ତି ।

ଚୀନ ପରେ ବିଶ୍ବରେ କୋରୋନାରେ ଅଧିକ ପ୍ରଭାବିତ ଦେଶ ହେଉଛି ଇଟାଲୀ । ସେଠାରେ ପାଖାପାଖି 15,113 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ କେବଳ ବୁଧବାର ହିଁ 2651 ଜଣଙ୍କ ରକ୍ତନମୂନା ପଜେଟିଭ୍‌ ଆସିଛି । ସେପଟେ 1258 ଜଣ ସୁସ୍ଥ ହୋଇଥିବା କୁହାଯାଉଛି । ଫଳରେ ଇଟାଲୀରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଯାହାକି ୟୁରୋପରେ ପ୍ରଥମ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.