ETV Bharat / international

Ukraine conflict: ଋଷରେ ସମସ୍ତ ବ୍ୟବସାୟ ବନ୍ଦ କଲା IBM - ଋଷରେ ସମସ୍ତ ବ୍ୟବସାୟ ବନ୍ଦ କଲା ଆଇବିଏମ

ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଋଷକୁ ନିନ୍ଦା କରିବା ସହ ଅନକେ ବଡବଡ କମ୍ପାନୀ କଟକଣା ଲଗାଇଛନ୍ତି । ଏହାରି ମଧ୍ୟରେ ବହୁରାଷ୍ଟ୍ରୀୟ କମ୍ପାନୀ IBM ଋଷରେ ଏହାର ସମସ୍ତ ବ୍ୟବସାୟକୁ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ

Ukraine conflict: ଋଷରେ ସମସ୍ତ ବ୍ୟବସାୟ ବନ୍ଦ କଲା IBM

author img

By

Published : Mar 8, 2022, 7:09 AM IST

ଓ୍ବାସିଂଟନ: ଦୁର୍ବଳ ହୋଇଯିବ ଋଷର ଅର୍ଥନୀତି । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଋଷକୁ ନିନ୍ଦା କରିବା ସହ ଅନକେ ବଡବଡ କମ୍ପାନୀ କଟକଣା ଲଗାଇଛନ୍ତି । ପୁମା, ମାଷ୍ଟରକାର୍ଡ, କ୍ରେଡିଟ କାର୍ଡ ଏହି ପରି ବଡବଡ କମ୍ପାନୀ ଋଷରେ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଏହାରି ମଧ୍ୟରେ ବହୁରାଷ୍ଟ୍ରୀୟ କମ୍ପାନୀ IBM ଋଷରେ ଏହାର ସମସ୍ତ ବ୍ୟବସାୟକୁ ସ୍ଥଗିତ ରଖିଛି ବୋଲି ସିଇଓ ଅରବିନ୍ଦ କୃଷ୍ଣ ଗତକାଲି ସୂଚନା ଦେଇଛନ୍ତି ।

ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ଏବେ ସ୍ଥିତି ସଙ୍ଗୀନ ହୋଇପଡିଛି । ଋଷର ଏହି ବର୍ବରୋଚିତ ଆକ୍ରମଣ ଯୋଗୁଁ ଆଇବିଏମ ଏପରି ନିଷ୍ପତ୍ତି ନେଇଛି । ତେବେ ଋଷରେ ଆଇବିଏମ ସମସ୍ତ ବ୍ୟବସାୟକୁ ଏବେ ବନ୍ଦ କରିଛି । ୟୁକ୍ରେନରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ଆଇବିଏମ ତରଫରୁ ସହଯୋଗ ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବହୁରାଷ୍ଟ୍ରୀୟ କମ୍ପାନୀ, ମିଡିଆ ହାଉସ୍ ଏବଂ ଅନ୍ୟାନ୍ୟ ବଡ଼ ବଡ ବ୍ୟବସାୟ ଋଷ ଛାଡିବାକୁ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.