ETV Bharat / international

ସ୍ବିଡେନରେ ସ୍କାଏଡାଇଭିଂ ବିମାନ ଦୁର୍ଘଟଣା, 9 ମୃତ

author img

By

Published : Jul 9, 2021, 9:13 PM IST

ସ୍ବିଡେନରେ ସ୍କାଏଡାଇଭର ନେଇ ଯାଉଥିବା ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ପାଇଲଟଙ୍କ ସମେତ 9 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ସ୍ବିଡେନରେ ସ୍କାଏଡାଇଭିଂ ବିମାନ ଦୁର୍ଘଟଣା, 9 ମୃତ
ସ୍ବିଡେନରେ ସ୍କାଏଡାଇଭିଂ ବିମାନ ଦୁର୍ଘଟଣା, 9 ମୃତ

ଷ୍ଟକହୋମ: ସ୍ବିଡେନରେ ସ୍କାଏଡାଇଭିଂ ବିମାନ ଦୁର୍ଘଟଣା । ସ୍କାଏଡାଇଭର ନେଇ ଯାଉଥିବା ଏକ ଛୋଟ ବିମାନ ସ୍ବିଡେନର ଓରେବ୍ରୋ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କ ସମେତ 8 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି । ବିମାନ ଚଳାଚଳର ତଦାରଖ କରୁଥିବା ସ୍ବିଡେନ ତଟରକ୍ଷା ପ୍ରଶାସନର ମୁଖପାତ୍ର କାର୍ଲ ଜୋହାନ ଲିଣ୍ଡେଙ୍କ ସୂଚନା ମୁତାବକ ବିମାନଟିର ଟେକଅଫ୍ ସମ୍ବନ୍ଧୀୟ କିଛି କାରଣ ନେଇ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏକ ତଦନ୍ତକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.