ETV Bharat / international

ଇସ୍ରାଏଲ ଡ୍ରୋନକୁ ଗୁଳିମାରି ଖସାଇଲା ହିଜବୁଲ - Hezbollah shoots

ଲେବନାନର ସଶସ୍ତ୍ର ଗୋଷ୍ଠୀ ହିଜବୁଲ ଶନିବାର ଦିନ ଦକ୍ଷିଣ ଲେବନନର ଆୟତା ଆସ ଶାବ ନିକଟରେ ଏକ ଇସ୍ରାଏଲ୍ ଡ୍ରୋନ୍‌କୁ ଗୁଳି କରି ଖସାଇଛି।

ଇସ୍ରାଏଲ ଡ୍ରୋନକୁ ଗୁଳିମାରି ଖସାଇଲା ହିଜବୁଲ
ଇସ୍ରାଏଲ ଡ୍ରୋନକୁ ଗୁଳିମାରି ଖସାଇଲା ହିଜବୁଲ
author img

By

Published : Aug 23, 2020, 9:02 AM IST

ଇସ୍ରାଏଲ: ଲେବନାନର ସଶସ୍ତ୍ର ଗୋଷ୍ଠୀ ହିଜବୁଲ ଶନିବାର ଦିନ ଦକ୍ଷିଣ ଲେବନାନର ଆୟତା ଆସ ଶାବ ନିକଟରେ ଏକ ଇସ୍ରାଏଲ୍ ଡ୍ରୋନ୍‌କୁ ଗୁଳି କରି ଖସାଇଛି। ହିଜବୁଲ ସହ ଜଡିତ ଅଲ-ମାନାର ଖବର ଅନୁଯାୟୀ ଏହି ସୂଚନା ମିଳିଛି।

ଇସ୍ରାଏଲ୍ ସୈନ୍ୟବାହିନୀ ନିଶ୍ଚିତ କରିଛନ୍ତି ଯେ ଡ୍ରୋନ୍ ଲେବାନନ୍ ଅଞ୍ଚଳରେ ହିଜବୁଲ ଗୋଷ୍ଠୀ ଦ୍ବାରା ତଳକୁ ଖସାଇ ଦିଆଯାଇଛି।

ସୂଚନା ଥାଉକି, ତଥ୍ୟ ଲିକ୍ ହେବାର କୌଣସି ଖବର ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଆୟତା ଆସ ଶାବ ଉତ୍ତର ଇସ୍ରାଏଲର ଶତୁଲା ସହର ନିକଟରେ ଅବସ୍ଥିତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.