ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 53 ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 23, 2020, 10:59 AM IST

କୋରୋନା ଭାଇରସ ବିଶ୍ବରେ ବର୍ତ୍ତମାନ ସୁଦ୍ଧା 53 ଲକ୍ଷ 4 ହଜାର 1ଜଣଙ୍କୁ ଆକ୍ରାନ୍ତ କରିସାରିଥିବା ବେଳେ 3 ଲକ୍ଷ 40 ହଜାର 4ଜଣଙ୍କ ମୃତ୍ୟୁ ହୋଇଛି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: କୋରୋନା ଭାଇରସ ବିଶ୍ବରେ ବର୍ତ୍ତମାନ ସୁଦ୍ଧା 53 ଲକ୍ଷ 4 ହଜାର 1ଜଣଙ୍କୁ ଆକ୍ରାନ୍ତ କରିସାରିଥିବା ବେଳେ 3 ଲକ୍ଷ 40 ହଜାର 4ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ 21 ଲକ୍ଷ 58 ହଜାର 567ଜଣ ସୁସ୍ଥ ହୋଇଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଶୁକ୍ରବାର ଆମେରିକାର କୋଭିଡ-19 ମୃତ୍ୟୁ ସଂଖ୍ୟା 95 ହଜାରରୁ 95 ହଜାରରୁ 276କୁ ବୃଦ୍ଧି ପାଇଛି । ଚୀନରେ ଶନିବାର କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବା ସୂଚନା ମିଳିଛି ।

ଦକ୍ଷିଣ କୋରିଆରେ 23ଟି ନୂଆ ମାମଲା ସାମ୍ନାକୁ ଆସିଛି । ଶନିବାର ସୁଦ୍ଧା କୋରିଆରେ ମୋଟ 11 ହଜାର 165ଟି ମାମଲା ଥିବା ବେଳେ 266 ଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଟେନକୁ ଆସୁଥିବା ବ୍ୟକ୍ତିମାନେ ଜୁନ 8ରୁ 2 ସପ୍ତାହ ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ୍ କରିବେ। ଏହା ଫଳରେ ବ୍ରିଟେନରେ କୋରୋନା ଭାଇରସର ଦ୍ବିତୀୟ ଭାଗ ଆସିବାରୁ ରୋକାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.