ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 29 ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା

author img

By

Published : May 17, 2020, 11:10 AM IST

ବିଶ୍ବରେ କୋରୋନା ଭାଇରସ ବର୍ତ୍ତମାନ ସୁଦ୍ଧା 47 ଲକ୍ଷ 20 ହଜାର 196 ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ଭାଇରସ ବର୍ତ୍ତମାନ ସୁଦ୍ଧା 47 ଲକ୍ଷ 20 ହଜାର 196 ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି । ମୃତ୍ୟୁ ସଂଖ୍ୟା 3 ଲକ୍ଷ 13 ହଜାର 220ରେ ପହଞ୍ଚିଥିବା ବେଳେ 18 ଲକ୍ଷ 11 ହଜାର 674 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆହୁରି 29 ଲକ୍ଷ 8 ହଜାର 522ଟି ଆକ୍ଟିଭ୍ ମାମଲା ରହିଛି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ରବିବାର ଚୀନରେ 5ଟି ନୂଆ ମାମଲା ସାମ୍ନାକୁ ଆସିଛି । 86 ଜଣ ଚିକିତ୍ସିତ ହେଉଥିବା ବେଳେ 519 ଜଣ ଆଇସୋଲେସନରେ ଅଛନ୍ତି ।

ଦକ୍ଷିଣ କୋରିଆରେ ମଧ୍ୟ 24 ଘଣ୍ଟାରେ 13ଟି ନୂଆ ମାମଲା ସାମ୍ନାକୁ ଆସିଛି । କୋରିଆରେ ବର୍ତ୍ତମାନ ସୁଦ୍ଧା 11 ହଜାର 50 ଜଣ ଆକ୍ରାନ୍ତ ହୋଇଥିବା ବେଳେ 262ଜଣଙ୍କ ମୃତ୍ୟୁ ହୋଇଛି । କୋରିଆରେ 9 ହଜାର 888 ଜଣ ସୁସ୍ଥ ହୋଇଥିବା ବେଳେ 17 ହଜାର 660ଜଣ ନମୁନା ପରୀକ୍ଷା ହେବା ବାକି ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.