ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 3 ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା - ବିଶ୍ବରେ କୋରୋନା ଅପଡେଟ୍

ବିଶ୍ବରେ ବର୍ତ୍ତମାନ ସୁଦ୍ଧା 46 ଲକ୍ଷ 28 ହଜାର 393 ଜଣ କୋରୋନା ମହାମାରୀରେ ସଂକ୍ରମିତ ହୋଇଥିବାବେଳେ 3 ଲକ୍ଷ 8 ହଜାର 645ଜଣ ପ୍ରାଣ ହରେଇଲେଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍
author img

By

Published : May 16, 2020, 10:49 AM IST

ହାଇଦ୍ରାବାଦ: ବିଶ୍ବରେ ବର୍ତ୍ତମାନ ସୁଦ୍ଧା 46 ଲକ୍ଷ 28 ହଜାର 393 ଜଣ କୋରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ 3 ଲକ୍ଷ 8 ହଜାର 645 ଜଣ ପ୍ରାଣ ହରେଇଲେଣି । ଅନ୍ୟପକ୍ଷେ 17 ଲକ୍ଷ 58 ହଜାର 39 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଋଷରେ 24 ଘଣ୍ଟା ମଧ୍ୟରେ 10 ହଜାର 598ଟି ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସେଠାରେ ମୋଟ 2 ଲକ୍ଷ 62 ହଜାର 843ଜଣ ସଂକ୍ରମିତ । ବର୍ତ୍ତମାନ ଋଷରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ବର ତୃତୀୟ ସ୍ଥାନରେ । ଋଷରେ ମୃତ୍ୟୁ ସଂଖ୍ୟା 113 ରୁ 2 ହଜାର 418କୁ ବୃଦ୍ଧି ପାଇଥିବା ବେଳେ 58 ହଜାର 226 ଜଣ ସୁସ୍ଥ ।

ମସ୍କୋରେ ମଧ୍ୟ 24 ଘଣ୍ଟା ମଧ୍ୟରେ 4 ହଜାର 748 ମାମଲା ସାମ୍ନାକୁ ଆସିଛି । ସେଠାରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 35 ହଜାର 464ଜଣ କୋରୋନା ଆକ୍ରାନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.