ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 43 ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ସୁସ୍ଥ ହେଲେଣି 16 ଲକ୍ଷରୁ ଉର୍ଦ୍ଧ୍ବ

author img

By

Published : May 13, 2020, 12:04 PM IST

ବିଶ୍ବରେ କୋରୋନା ମହାମାରୀ ସ୍ଥିତି । ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣର ଶିକାର ହେଲେଣି 43 ଲକ୍ଷ 42 ହଜାର 354 ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ମହାମାରୀ ସ୍ଥିତି । ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମଣର ଶିକାର ହେଲେଣି 43 ଲକ୍ଷ 42 ହଜାର 354 । ଏହାସହ ମୃତ୍ୟୁ ସଂଖ୍ୟା 2 ଲକ୍ଷ 92 ହଜାର 893ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16 ଲକ୍ଷ 2 ହଜାର 443 ଜଣ ସୁସ୍ଥ ହୋଇଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ନ୍ୟୁଜିଲାଣ୍ଡରେ ବୁଧବାର କୌଣସି କୋରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ହେଲଥ୍ ଡିରେକ୍ଟର ଜେନେରାଲ୍ ଆସଲେ ବ୍ଲୁମଫିଲ୍ଡ କହିଛନ୍ତି ଯେ ମଧ୍ୟରାତ୍ରିରୁ ଦେଶ ଅନେକ ପ୍ରତିବନ୍ଧକକୁ ହ୍ରାସ କରିବାକୁ ପ୍ରସ୍ତୁତ । ମଲ୍, ଖୁଚୁରା ଦୋକାନ ଓ ସିଟ୍-ଡାଉନ୍ ରେଷ୍ଟୁରାଣ୍ଟ ସମେତ ଅଧିକାଂଶ ବ୍ୟବସାୟ ଖୋଲିବାକୁ ସକ୍ଷମ ଅଛି ଦେଶ ।

ପାକିସ୍ତାନରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ସଂକ୍ରମଣ ସାମ୍ନାକୁ ଆସିଛି । ଲକଡାଉନକୁ କୋହଳ କରିବାର ଦିନକ ପରେ ହିଁ ପାକିସ୍ତାନରେ କୋରୋନା ସଂକ୍ରମଣ ବଢିଥିଲା । ଏବେ ସେଠାରେ ମୋଟ 34 ହଜାର 312ଜଣ କୋରୋନା ସଂକ୍ରମିତ । ଦକ୍ଷିଣ କୋରିଆରେ ନୂଆ 26ଟି ମାମଲା ସାମ୍ନାକୁ ଆସିଛି ।

ବୁଧବାର ଚୀନ 7ଟି ନୂଆ ମାମଲା ସାମ୍ନା କରିଛି । 754 ଜଣ ଆଇସୋଲେସନରେ ଥିବା ବେଳେ ଚୀନରେ 104ଜଣ ଚିକିତ୍ସିତ ହେଉଛନ୍ତି । ଚୀନରେ ମୋଟ 82 ହଜାର 926 ସଂକ୍ରମଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.