ETV Bharat / international

ବିଶ୍ବରେ କୋରୋନା ଆତଙ୍କ, ସଂକ୍ରମିତଙ୍କ ସଂଖ୍ୟା 35 ଲକ୍ଷ ପାର୍ - କୋରୋନା ଭାଇରସ

କୋରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ବରେ ପ୍ରାୟ 35 ଲକ୍ଷ 66 ହଜାର 230ଜଣଙ୍କୁ ସଂକ୍ରମିତ କରିସାରିଲାଣି ।

Global COVID-19 tracker
ସଂକ୍ରମିତଙ୍କ ସଂଖ୍ୟା 35 ଲକ୍ଷ ପାର୍
author img

By

Published : May 4, 2020, 11:04 AM IST

ହାଇଦ୍ରାବାଦ: କୋରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ବରେ ପ୍ରାୟ 35 ଲକ୍ଷ 66 ହଜାର 230ଜଣଙ୍କୁ ସଂକ୍ରମିତ କରିସାରିଲାଣି । ସେମାନଙ୍କ ମଧ୍ୟରୁ 11 ଲକ୍ଷ 54 ହଜାର 31ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 2 ଲକ୍ଷ 48 ହଜାର 285 ଜଣଙ୍କର ମୃତ୍ୟୁ ହେଲାଣି ।

Global COVID-19 tracker
ସଂକ୍ରମିତଙ୍କ ସଂଖ୍ୟା 35 ଲକ୍ଷ ପାର୍

ସୋମବାର ନ୍ୟୁଜିଲାଣ୍ଡରେ କୌଣସି ନୂତନ କୋରୋନା ମାମଲା ସାମ୍ନାକୁ ଆସିନାହିଁ । ଚୀନରେ କେବଳ 3ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନରେ ଆଉ ମାତ୍ର 481ଜଣ ହସ୍ପିଟାଲରେ ଥିବା ବେଳେ 1000 ଜଣ ଆଇସୋଲେସନରେ ଅଛନ୍ତି । ଚୀନରେ ମୋଟ୍ 82 ହଜାର 880 ଜଣ ସଂକ୍ରମିତଙ୍କ ମଧ୍ୟରୁ 4 ହଜାର 633ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.