ETV Bharat / international

ବିଶ୍ବରେ କୋରୋନା ଅପଡେଟ୍: 34 ଲକ୍ଷରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 2, 2020, 12:39 PM IST

ବିଶ୍ବରେ କୋରୋନା ସ୍ଥିତି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମୋଟ 34 ଲକ୍ଷ 1 ହଜାର 189 ଲୋକ କୋରୋନ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 10 ଲକ୍ଷ 81 ହଜାର 639ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ହାଇଦ୍ରାବାଦ: ବିଶ୍ବରେ କୋରୋନା ସ୍ଥିତି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମୋଟ 34 ଲକ୍ଷ 1 ହଜାର 189 ଲୋକ କୋରୋନ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 10 ଲକ୍ଷ 81 ହଜାର 639ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ 2ଲକ୍ଷ 39 ହଜାର 604ଜଣଙ୍କର ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଦକ୍ଷିଣ କୋରିଆରେ ଏପର୍ଯ୍ୟନ୍ତ 10 ହଜାର 780ଜଣ ଆକ୍ରାନ୍ତ ହୋଇଥିବା ବେଳେ 250ଜଣ ମୃତ୍ୟୁ ହୋଇଛି । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷରୁ କମ୍ ଅଛି ।

ମାର୍ଚ୍ଚ 29 ରେ ହ୍ବାଇଟ ହାଉସର କୋରୋନା ଭାଇରସ ଟାସ୍କ ଫୋର୍ସର କୋଡିନେଟର୍ ଡ଼ଃ ଦେବରାହ ବିରକ୍ସ ସାମାଜିକ ଦୂରତା ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ 1 ଲକ୍ଷ ରୁ 2 ଲକ୍ଷ 40 ହଜାର ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ଆକଳନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.