ETV Bharat / international

ବିଶ୍ବରେ କୋରୋନା ଆତଙ୍କ, 70 ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା

author img

By

Published : Apr 6, 2020, 12:00 PM IST

Updated : Apr 6, 2020, 12:49 PM IST

ବିଶ୍ବରେ କୋରୋନା ଭାଇରସ କମିବାର ନା ନେଉନି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 12 ଲକ୍ଷ 73 ହଜାର 712ଲୋକ ଆକ୍ରାନ୍ତ ଥିବା ବେଳେ 69 ହଜାର 458 ଲୋକଙ୍କ ଜୀବନ ନେଲାଣି ।

global corona tracker update
ବିଶ୍ବରେ କୋରୋନା ଆତଙ୍କ

ହାଇଦ୍ରାବାଦ: ବିଶ୍ବରେ କୋରୋନା ଭାଇରସ କମିବାର ନାଁ ନେଉନି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 12 ଲକ୍ଷ 73 ହଜାର 712ଲୋକ ଆକ୍ରାନ୍ତ ଥିବା ବେଳେ 69 ହଜାର 458 ଲୋକଙ୍କ ଜୀବନ ନେଲାଣି । ଏହସହ ପ୍ରାୟ 2 ଲକ୍ଷ 62 ହଜାର 486 ଲୋକ ସୁସ୍ଥ ହୋଇଛନ୍ତି ।

global corona tracker update
ବିଶ୍ବରେ କୋରୋନା ଆତଙ୍କ

ଫ୍ରାନ୍ସରେ 24 ଘଣ୍ଟା ମଧ୍ୟରେ 357 ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ମୋଟ 8 ହଜାର 78 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଦୁଇ ସପ୍ତାହ ମଧ୍ୟରେ ଇଟାଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି ।

ଇଟାଲୀରେ ମୋଟ 15, 887ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 1 ଲକ୍ଷ 30 ହଜାର ଲୋକ ସେଠାରେ ଆକ୍ରାନ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2020, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.