ETV Bharat / international

ପୂର୍ବ ଆଫଗାନିସ୍ଥାନରେ 13 ତାଲିବାନ ଆତଙ୍କବାଦୀ ନିହତ - ପୂର୍ବ ଆଫଗାନିସ୍ଥାନରେ 13 ତାଲିବାନ ଆତଙ୍କବାଦୀ ନିହତ

ପୂର୍ବ ଆଫଗାନିସ୍ଥାନରେ ନାଙ୍ଗାହାର ପ୍ରଦେଶରେ ଆଫଗାନ ବାୟୁସେନା ଏୟାରଷ୍ଟ୍ରାଇକ । ଏଥିରେ 13 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

13 Taliban killed in airstrike in Eastern Afghanistan
ପୂର୍ବ ଆଫଗାନିସ୍ଥାନରେ 13 ତାଲିବାନ ଆତଙ୍କବାଦୀ ନିହତ
author img

By

Published : Jan 4, 2021, 8:28 PM IST

କାବୁଲ: 13 ତାଲିବାନ ଆତଙ୍କବାଦୀ ନିହତ । ପୂର୍ବ ଆଫଗାନିସ୍ଥାନରେ ନାଙ୍ଗାହାର ପ୍ରଦେଶରେ ଆଫଗାନ ବାୟୁସେନା ଏୟାରଷ୍ଟ୍ରାଇକ କରିଛି ବୋଲି ଏକ ପ୍ରାଦେଶିକ ଖବରରୁ ଜଣାପଡିଛି ।

ଆଫଗାନିସ୍ଥାନ ବାୟୁସେନା ପକ୍ଷରୁ ଏୟାରଷ୍ଟ୍ରାଇକରେ ନିକଟରେ ଶାନ୍ତିଚୁକ୍ତି ଭଙ୍ଗ କରିଥିବା ତାଲିବାନ ନେତା ମଧ୍ୟ ନିହତ ହୋଇଥିବା ଜଣାପଡିଛି । ଆଫଗାନ ସରକାର ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଆମେରିକା ମଧ୍ୟସ୍ଥି ହୋଇଛି । ଏନେଇ ଆଫଗାନିସ୍ଥାନ ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛି । ଗତ ଶୁକ୍ରବାର ଦିନ ତାଲିବାନ ଓ ଆଫଗାନ ସରକାର ମଧ୍ୟରେ ଆମେରିକାର ମଧ୍ୟସ୍ଥିରେ କାତାର ରାଜଧାନୀ ଦୋହାରେ ଶାନ୍ତି ଚୁକ୍ତି ପାଇଁ ଏଖ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ କେତେକ ବନ୍ଦୀକୁ ମୁକ୍ତ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । 5000 ତାଲିବାନ ଓ 1000 ଧାର୍ମିକ ନେତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.