ETV Bharat / international

ଆମେରିକା ସେନା ଗୁଳିରେ କାସିମ-ଅଲ-ରିମି ନିହତ

author img

By

Published : Feb 9, 2020, 4:42 AM IST

ଅଲକାଏଦା ନେତା କାସିମ-ଅଲ-ରିମିକୁ ନିହତ କରିଛି ଆମେରିକା ସେନା । ଆତଙ୍କବାଦ ମୁକାବିଲା ଅଭିଯାନ ବେଳେ କାସିମର ମୃତ୍ୟୁ ଘଟିଥିବା ପ୍ରକାଶ କରିଛି ଆମେରିକା । ଅଧିକ ପଢନ୍ତୁ...

al-qaeda-leader
al-qaeda-leader

ଓ୍ବାଶିଂଟନ: ଏନକାଉଣ୍ଟରରେ ନିହତ ହୋଇଛି ଅଲକାଏଦା ନେତା କାସିମ-ଅଲ-ରିମି । ୟେମେନରେ ଚାଲିଥିବା ଆତଙ୍କବାଦ ମୁକାବିଲା ଅଭିଯାନ ବେଳେ କାସିମ ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

ଅଲକାଏଦା ଇନ ଦି ଆରବିୟାନ ପେନିନ୍ସୁଲା(ଏକ୍ୟୁଏପି) ନାମକ ଇସଲାମିକ ସଂଗଠନର ନେତା ଥିଲେ କାସିମ ଅଲ-ରିମି। ଏହି ସଂଗଠନ ୟେମେନରେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ସେନାବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରିଥୁଲା ବୋଲି କହିଛନ୍ତି ଟ୍ରମ୍ପ ।

ଏକ ବିବୃତିରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରକାଶ କରିଛନ୍ତି। ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିବା ଏହି ସଂଗଠନଗୁଡିକୁ ମୂଳପୋଛ କରିବା ଆମର ଲକ୍ଷ ।

Intro:Body:

odisha

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.