ETV Bharat / international

ମେକ୍ସିକୋରେ ୫.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା

ମେସ୍କିକୋର ଭାବିସ୍ପେ ଠାରୁ ୨୬ କିଲୋମିଟର ପଶ୍ଚିମ-ଦକ୍ଷିଣ ଦିଗରେ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ମେକ୍ସିକୋରେ ୫.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା
ମେକ୍ସିକୋରେ ୫.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା
author img

By

Published : Aug 1, 2021, 10:25 AM IST

ମେକ୍ସିକୋ: ମେକ୍ସିକୋରେ ଭୂକମ୍ପ ଝଟକା । ମେକ୍ସିକୋ ଭାବିସ୍ପେ ଠାରୁ ୨୬ କିଲୋମିଟର ପଶ୍ଚିମ-ଦକ୍ଷିଣ ଦିଗରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡର ହୋଇଥିବା ରେକର୍ଡ କରାଯାଇଛି ।

ଆମେରିକାର ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁଯାଇ ଶନିବାର ରାତ୍ର ସମୟରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି ।

୧୦ କିଲୋମିଟର ଗଭୀରତା ସହିତ ପ୍ରଥମେ ୩୦. ୪୧୪୨ ଡଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୯. ୨୦୫୮ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେ ଏହା ସ୍ଥିର କରାଯାଇଥିଲା । ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.