ETV Bharat / international

କୋରୋନାର କମ ପ୍ରଭାବ ସତ୍ତ୍ବେ ସବ-ସାହାରନ ଆଫ୍ରିକାରେ ଆର୍ଥିକ ମାନ୍ଦାବସ୍ଥା - ଆଫ୍ରିକାରେ କୋରୋନା ପ୍ରଭାବ

ବିଶ୍ବରେ ଅନ୍ୟ ଦେଶ ତୁଳନାରେ ଆଫ୍ରିକାର ସବ-ସାହାରନରେ କୋରୋନାର ରହିଛି ଅପେକ୍ଷାକୃତ କମ ପ୍ରଭାବ । ହେଲେ କୋରୋନାର କମ ପ୍ରଭାବ ସତ୍ତ୍ବେ ଏଠାରେ ଦେଖା ଦେଇଛି ଆର୍ଥିକ ମାନ୍ଦାବସ୍ଥା ।

economical crisis in sub-saharn, corona effect in africa, economical crisis, ସବ- ସାହାରନରେ ଆର୍ଥିକ ମାନ୍ଦାବସ୍ଥା, ଆଫ୍ରିକାରେ କୋରୋନା ପ୍ରଭାବ, ଆର୍ଥିକ ମାନ୍ଦାବସ୍ଥା
କୋରୋନାର କମ ପ୍ରଭାବ ସତ୍ତ୍ବେ ସବ-ସାହାରନ ଆଫ୍ରିକାରେ ଆର୍ଥିକ ମାନ୍ଦାବସ୍ଥା
author img

By

Published : Apr 13, 2020, 12:34 AM IST

ୱାକାଣ୍ଡା: ବିଶ୍ବରେ ଅନ୍ୟ ଦେଶ ତୁଳନାରେ ଆଫ୍ରିକାର ସବ-ସାହାରନରେ କୋରୋନାର ରହିଛି ଅପେକ୍ଷାକୃତ କମ ପ୍ରଭାବ । ହେଲେ କୋରୋନାର କମ ପ୍ରଭାବ ସତ୍ତ୍ବେ ଏଠାରେ ଦେଖା ଦେଇଛି ଆର୍ଥିକ ମାନ୍ଦାବସ୍ଥା । ବିଗତ 25 ବର୍ଷରେ ଏହା ପ୍ରଥମ ଥର ହୋଇଛି କି ସବ-ସାହାରନକୁ ଏପରି ସ୍ଥିତି ଦେଇ ଗତି କରିବାକୁ ପଡୁଛି ।

ସୂଚନା ମୁତାବକ ଗତ ବର୍ଷ ଏଠାରେ ଆର୍ଥିକ ଅବସ୍ଥାରେ 2.4 ପ୍ରତିଶତ ଉନ୍ନତି ଘଟିଥିବା ବେଳେ ଚଳିତବର୍ଷ ଏହା -2.1ରୁ -5.1 ମଧ୍ୟରେ ରହିଛି । ଏହାର କାରଣ ବୈଶ୍ବିକ ଆର୍ଥିକ ସ୍ଥିତି ଉପରେ କୋରୋନାର ପ୍ରଭାବକୁ ଦାୟୀ କରାଯାଇପାରେ । ସେପଟେ ଆଫ୍ରିକାରେ କଞ୍ଚାମାଲ ରପ୍ତାନୀ ଓ ପର୍ଯଟନ କ୍ଷେତ୍ରରେ ଅଧିକ ଆମଦାନୀ ହେଉଥିବା ବେଳେ ବର୍ତ୍ତମାନର ପରିସ୍ଥିତି ପାଇଁ ଏସମସ୍ତ କ୍ଷେତ୍ରରୁ ଆମଦାନୀ ରହିଛି ।

ଏନେଇ ଆଫ୍ରିକାର କେନ୍ଦ୍ର ସରକାର ଆକଳନ କରିଛନ୍ତି କି ମହାଦେଶରେ ପ୍ରାୟ 20 ମିଲିୟନ ଚାକିରି ଉପରେ ବର୍ତ୍ତମାନ ବିପଦ ସୃଷ୍ଟି ହୋଇଛି । ହେଲେ ଏନେଇ ୟୁଏନ ଆକଳନ କରିଛି କି 50 ମିଲିୟନ ଚାକିରୀ ଉପରେ ବିପଦ ସୃଷ୍ଟି ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.