ETV Bharat / entertainment

Zara Hatke Zara Bachke: ଏତିକି ଆୟ କଲାଣି ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ

author img

By

Published : Jun 19, 2023, 1:31 PM IST

'ଆଦିପୁରୁଷ'ର ରିଲିଜ ପରେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ 'ଜରା ହଟକେ ଜରା ବଚକେ' ଫିଲ୍ମର ଆୟ କମିବାରେ ଲାଗିଛି । ଫିଲ୍ମ ରିଲିଜର 3 ସପ୍ତାହ ବିତିଗଲାଣି । ବର୍ତ୍ତମାନ ଫିଲ୍ମ 70କୋଟି ଆୟ କରିବାକୁ ଅଳ୍ପ ଦୂରରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ

68 କୋଟିରୁ ଅଧିକ ରୋଜଗାର କରିଛି ଫିଲ୍ମ 'ଜରା ହଟକେ ଜରା ବଚକେ'

ହାଇଦ୍ରାବାଦ: ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ରିଲିଜ ପରେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ'ର ଆୟ କ୍ରମଶଃ ହ୍ରାସ ପାଇଛି । ଫିଲ୍ମ ରିଲିଜକୁ 3 ସପ୍ତାହ ଅର୍ଥାତ 17 ଦିନ ବିତିଗଲାଣି । ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୋଟ 68 କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଖୁବ୍ ଶୀଘ୍ର 70 କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି ।

ମଧ୍ୟପ୍ରଦେଶରେ ନିର୍ମିତ ମଧ୍ୟମ ବଜେଟ୍ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ' ଦର୍ଶକଙ୍କ ଉପରେ ଜିତିବାରେ ସଫଳ ହୋଇଛି । ବର୍ତ୍ତମାନ ଫିଲ୍ମ ବକ୍ସ ଅଫିସରେ ପାଖାପାଖି 70 କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି । ଫିଲ୍ମଟି ଜୁନ 18 (ରବିବାର) 2.34 କୋଟି ଟଙ୍କା ଆୟ କରିଥିଲା । ଫଳରେ ଫିଲ୍ମର ଆୟ ତୃତୀୟ ସପ୍ତାହ ଶେଷରେ 5.31 କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା । ଫିଲ୍ମ ଏହାର ପ୍ରଥମ ସପ୍ତାହରେ 37.35 କୋଟି, ଦ୍ୱିତୀୟ ସପ୍ତାହରେ 25.65 କୋଟି ଏବଂ ତୃତୀୟ ସପ୍ତାହ ଶେଷରେ 5.31 କୋଟି ସଂଗ୍ରହ କରିଛି । ଏହା ସହିତ ଫିଲ୍ମର ନେଟ୍ ବକ୍ସ ଅଫିସ୍ ସଂଗ୍ରହ 68.31 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ପ୍ରଥମ ଦିନ- 5.49 କୋଟି ଟଙ୍କା

ଦ୍ବିତୀୟ ଦିନ- 7.20 କୋଟି ଟଙ୍କା

ତୃତୀୟ ଦିନ-9.90 କୋଟି ଟଙ୍କା

ଚତୁର୍ଥ ଦିନ- 4.14 କୋଟି ଟଙ୍କା

ପଞ୍ଚମ ଦିନ - 3.87 କୋଟି ଟଙ୍କା

ଷଷ୍ଠ ଦିନ- 3.51 କୋଟି ଟଙ୍କା

ସପ୍ତମ ଦିନ- 3.24 କୋଟି ଟଙ୍କା

ଅଷ୍ଟମ ଦିନ- 3.42 କୋଟି ଟଙ୍କା

ନବମ ଦିନ- 5.50 କୋଟି ଟଙ୍କା

ଦଶମ ଦିନ- 6.75 କୋଟି ଟଙ୍କା

ଏକାଦଶ ଦିନ- 2.70 କୋଟି ଟଙ୍କା

ଦ୍ବାଦଶ ଦିନ- 2. 52 କୋଟି ଟଙ୍କା

ତ୍ରୟଦଶ ଦିନ- 2.25 କୋଟି ଟଙ୍କା

ଚତୁର୍ଦ୍ଦଶ ଦିନ- 1.95 କୋଟି ଟଙ୍କା

ପଞ୍ଚଦଶ ଦିନ-1.08 କୋଟି ଟଙ୍କା

ଷୋଡଶ ଦିନ- 1.89 କୋଟି ଟଙ୍କା

ସପ୍ତଦଶ ଦିନ- 2.34 କୋଟି ଟଙ୍କା

ମୋଟ 68.31 କୋଟି ଟଙ୍କା ବକ୍ସ ଅଫିସ୍ ସଂଗ୍ରହ କରିଛି

ତେବେ ଏହି ଫିଲ୍ମରେ ବିକି କୌଶଲ ଏବଂ ସାରା ଅଲି ଖାନ ଏହି ଫିଲ୍ମରେ କପିଲ ଏବଂ ସୌମ୍ୟା ଭୂମିକାରେ ନଜର ଆସିଥିବା ବେଳେ ଏମାନଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ବଳିଷ୍ଠ ଭୂମିକାରେ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ତେବେ ବିକି ସାରାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.