ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରବି ତେଜା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ବଚ୍ଚନ' ସହ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ହରିଶ ଶଙ୍କରଙ୍କ ସହ ମିଶି ସେ ସୋସିଆଲ ମିଡିଆରେ ଆଜି ଫିଲ୍ମର ଟାଇଟଲ ଘୋଷଣା କରିବା ସହ ଏହି ନୂଆ ତେଲୁଗୁ ଫିଲ୍ମର ଏକ ଦମଦାର ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି । ପୋଷ୍ଟରରେ ରବି ତେଜା ଅମିତାଭ ବଚ୍ଚନଙ୍କ ପରି ସମାନ ଲୁକରେ ନଜର ଆସିଛନ୍ତି ।
-
Thank you for the wishes, @ajaydevgn🤗
— Ravi Teja (@RaviTeja_offl) December 17, 2023 " class="align-text-top noRightClick twitterSection" data="
The team is RAIDing high to begin the journey :)) #MrBachchan https://t.co/wB3R5EyrBu
">Thank you for the wishes, @ajaydevgn🤗
— Ravi Teja (@RaviTeja_offl) December 17, 2023
The team is RAIDing high to begin the journey :)) #MrBachchan https://t.co/wB3R5EyrBuThank you for the wishes, @ajaydevgn🤗
— Ravi Teja (@RaviTeja_offl) December 17, 2023
The team is RAIDing high to begin the journey :)) #MrBachchan https://t.co/wB3R5EyrBu
ରବି ତେଜା ଏବଂ ନିର୍ମାତା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟ ରିଲିଜ କରି ଟାଇଟଲ ଘୋଷଣା କରିଛନ୍ତି । ପୋଷ୍ଟରରେ ରବି ତେଜା ହ୍ବାଇଟ ପ୍ୟାଣ୍ଟ ବ୍ଲାଟ ଟି-ସାର୍ଟ ଏବଂ ବ୍ରାଉନ ଜ୍ୟାକେଟ ପିନ୍ଧି ଏକ ସ୍କୁଟର ଉପରେ ବସି ପୋଜ ଦେଉଥିବା ନଜର ଆସିଛନ୍ତି । ରବି ତେଜାଙ୍କ ଏହି ଚଳଚ୍ଚିତ୍ରର ନାମ ଏବଂ ପୋଷ୍ଟରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିର୍ମିତ ହୋଇଛି । ଏହାକୁ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, 'ନାମ ତୋ ସୁନା ହୋଗା( ନାଁ ତ ଶୁଣିଥିବେ)...ମୋର ପ୍ରିୟ ଅମିତାଭ ବଚ୍ଚନ ସାରଙ୍କ ନାମରେ ଏକ ଚରିତ୍ର ଅଭିନୟ କରିବା ମୋ ପାଇଁ ଗୌରବର ବିଷୟ।'
-
#MrBachchan Naam tho suna hoga 😉
— Ravi Teja (@RaviTeja_offl) December 17, 2023 " class="align-text-top noRightClick twitterSection" data="
Honoured to play the character with the name of my favourite @SrBachchan saab 🤗🙏@harish2you @peoplemediafcy @TSeries pic.twitter.com/CHMOvgh3bo
">#MrBachchan Naam tho suna hoga 😉
— Ravi Teja (@RaviTeja_offl) December 17, 2023
Honoured to play the character with the name of my favourite @SrBachchan saab 🤗🙏@harish2you @peoplemediafcy @TSeries pic.twitter.com/CHMOvgh3bo#MrBachchan Naam tho suna hoga 😉
— Ravi Teja (@RaviTeja_offl) December 17, 2023
Honoured to play the character with the name of my favourite @SrBachchan saab 🤗🙏@harish2you @peoplemediafcy @TSeries pic.twitter.com/CHMOvgh3bo
ଏହି ପୋଷ୍ଟର ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅଜୟ ଦେବଗନ୍ ଏହି ପୋଷ୍ଟକୁ ରିପୋଷ୍ଟ କରି ଲେଖିଛନ୍ତି, ଏହା ଫାୟାର କରିବ । ଏନେଇ ନିର୍ଦ୍ଦେଶକ ଶଙ୍କର ଏବଂ ରବି ତେଜା ଦେବଗନଙ୍କ କୃତଜ୍ଞତା ଜଣାଇଛନ୍ତି । ଶଙ୍କର ଲେଖିଛନ୍ତି, 'ଅଜୟ ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ । ଆପଣଙ୍କ ଶୁଭେଚ୍ଛା ସହ ଫିଲ୍ମ ଆରମ୍ଭ କରିବା କେତେ ଭଲ ଦିନ। ବହୁତ ଧନ୍ୟବାଦ।" ଏହି ସମୟରେ ରବି ତେଜା ମଧ୍ୟ ଅଜୟଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ, "ଶୁଭେଚ୍ଛା ପାଇଁ ଧନ୍ୟବାଦ, ଯାତ୍ରା ଆରମ୍ଭ କରିବା ପାଇଁ ଟିମ ରାଇଡ କରୁଛନ୍ତି ।''
-
Thank you So much Ajay Sir@ajaydevgn this is more than a surprise for us…. What a great day to start a film with your wishes…. Thanks alot 🤗🤗🤗 https://t.co/hW3orufkD1
— Harish Shankar .S (@harish2you) December 17, 2023 " class="align-text-top noRightClick twitterSection" data="
">Thank you So much Ajay Sir@ajaydevgn this is more than a surprise for us…. What a great day to start a film with your wishes…. Thanks alot 🤗🤗🤗 https://t.co/hW3orufkD1
— Harish Shankar .S (@harish2you) December 17, 2023Thank you So much Ajay Sir@ajaydevgn this is more than a surprise for us…. What a great day to start a film with your wishes…. Thanks alot 🤗🤗🤗 https://t.co/hW3orufkD1
— Harish Shankar .S (@harish2you) December 17, 2023
ଏହା ମଧ୍ୟ ପଢନ୍ତୁ: ଆସିଲା ରବି ତେଜାଙ୍କ ପ୍ରଥମ ପାନ୍ ଇଣ୍ଡିଆ ଫିଲ୍ମର ଦମଦାର ଟିଜର, ଏହି ଦିନ ଫିଲ୍ମ ରିଲିଜ
ସୂଚନା ଥାଉ କି, ହରିଶ ଶଙ୍କରଙ୍କ ଏହି ଫିଲ୍ମ ୨୦୨୪ ରେ ମୁକ୍ତିଲାଭ କରିବ । ମିକି ଜେ ମେୟର ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରୁଛନ୍ତି। କେବଳ ଏତିକି ନୁହେଁ, ୟାରିୟାନ୍ ୨ ଫେମ ଅଭିନେତ୍ରୀ ଭାଗାଶ୍ରୀ ବୋର୍ସ ଏହି ଚଳଚ୍ଚିତ୍ର ସହ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମ ସହ ରବି ଏବଂ ହରିଶ ୩ୟ ଥର ପାଇଁ ଏକାଠି କାମ କରୁଛନ୍ତି । ଏହାପୂର୍ବରୁ ସେ ୨୦୦୬ରେ ରିଲିଜ୍ ହୋଇଥିବା ଶକ୍ ଏବଂ ୨୦୧୧ ରେ ମୁକ୍ତିଲାଭ କରିଥିବା ମିରାପାକେରେ ଉଭୟ ଏକାଠି କାମ କରିଥିଲେ ।