ହାଇଦ୍ରାବାଦ: ୨୦୨୩ରେ ରିଲିଜ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ବଡ ପରଦାରେ ଧମାକା ପରେ ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି । ହେଲେ ରିଲିଜ ପୂର୍ବରୁ ଫିଲ୍ମ ଅଡୁଆରେ ଛନ୍ଦି ହୋଇଛି । ଦିଲ୍ଲୀ ହାଇକୋର୍ଟରେ ଫିଲ୍ମର ଓଟିଟି ରିଲିଜକୁ ରୋକ ଲଗାଇବା ଏକ ଆବେଦନ କରାଯାଇଥିଲା । ଯାହାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ବର୍ତ୍ତମାନ ଫିଲ୍ମ ନିର୍ମାତା ଏବଂ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି ।
-
Delhi HC issues summons to Netflix and co-producer of film ‘Animal’ on plea to restrain OTT release
— Press Trust of India (@PTI_News) January 19, 2024 " class="align-text-top noRightClick twitterSection" data="
">Delhi HC issues summons to Netflix and co-producer of film ‘Animal’ on plea to restrain OTT release
— Press Trust of India (@PTI_News) January 19, 2024Delhi HC issues summons to Netflix and co-producer of film ‘Animal’ on plea to restrain OTT release
— Press Trust of India (@PTI_News) January 19, 2024
ଆନିମଲର ସହ-ନିର୍ମାତାଙ୍କ ମଧ୍ୟରୁ ସିନେ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ ଫିଲ୍ମର ଓଟିଟି ଫ୍ଲାଟଫର୍ମ ରିଲିଜ ଉପରେ ରୋକ ଲଗାଇବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ଫିଲ୍ମ ନିର୍ମାତା ଏବଂ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି । ଜଷ୍ଟିସ ସଂଜୀବ ନରୁଲା ଏହାର ଶୁଣାଣି କରି ଫିଲ୍ମର ନିର୍ମାତା ଟି-ସିରିଜ ଏବଂ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି ଏବଂ ଲିଖିତ ବୟାନ ଦାଖଲ କରିବାକୁ ସେମାନଙ୍କୁ ସମୟ ଦେଇଛନ୍ତି ।
- " class="align-text-top noRightClick twitterSection" data="">
ଗୁରୁବାର ଦିଆଯାଇଥିବା ଆଦେଶରେ ହାଇକୋର୍ଟ କହିଛନ୍ତି ଯେ ଅଭିଯୋଗକାରୀଙ୍କ ଅଭିଯୋଗ ପଞ୍ଜିକୃତ ହେବା ସହ ସମନ ଜାରି କରାଯିବା ଉଚିତ। 'ଲିଖିତ ବିବୃତ୍ତି ସହ ପ୍ରତିପକ୍ଷ ଏବଂ ଆବେଦନକାରୀଙ୍କ ଦସ୍ତାବିଜକୁ ସ୍ବୀକାର କିମ୍ବା ଅସ୍ବୀକାର କରିବା ପାଇଁ ଏକ ଆଫିଡେଭିଟ୍ ଦାଖଲ କରିବେ, ଯାହା ବିନା ଲିଖିତ ବିବରଣୀ ରେକର୍ଡରେ ନିଆଯିବ ନାହିଁ ।' ଲିଖିତ ବିବୃତ୍ତି ପାଇବା ପରେ ୧୫ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ କୋର୍ଟ ଅଭିଯୋଗକାରୀଙ୍କୁ ସମୟ ଦିଆଯାଇଛି ।
-
Hurry up!
— Animal The Film (@AnimalTheFilm) January 18, 2024 " class="align-text-top noRightClick twitterSection" data="
Last day to grab your #Animal tickets at Rs 100* 🔥
Book your tickets 🎟️ - https://t.co/kAvgndK34I#AnimalInCinemasNow #AnimalHuntBegins #BloodyBlockbusterAnimal #AnimalTheFilm @AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23… pic.twitter.com/stFvsaPOS5
">Hurry up!
— Animal The Film (@AnimalTheFilm) January 18, 2024
Last day to grab your #Animal tickets at Rs 100* 🔥
Book your tickets 🎟️ - https://t.co/kAvgndK34I#AnimalInCinemasNow #AnimalHuntBegins #BloodyBlockbusterAnimal #AnimalTheFilm @AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23… pic.twitter.com/stFvsaPOS5Hurry up!
— Animal The Film (@AnimalTheFilm) January 18, 2024
Last day to grab your #Animal tickets at Rs 100* 🔥
Book your tickets 🎟️ - https://t.co/kAvgndK34I#AnimalInCinemasNow #AnimalHuntBegins #BloodyBlockbusterAnimal #AnimalTheFilm @AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23… pic.twitter.com/stFvsaPOS5
ଏହା ମଧ୍ୟ ପଢନ୍ତୁ: 'ଆନିମଲ'ରୁ ହଟାଯାଇଛି ରଣବୀର-ବବିଙ୍କ ଚୁମ୍ବନ ଦୃଶ୍ୟ, ଓଟିଟିରେ ବିନା କଟରେ ହେବ ରିଲିଜ
ସୂଚନା ଥାଉ କି, ସିନେ ଷ୍ଟୁଡିଓ ଅଭିଯୋଗ କରିଛନ୍ତି ଯେ, ଟି-ସିରିଜ ଚୁକ୍ତିନାମାର ଉଲ୍ଲଘଂନ କରିଛି ଏବଂ ସେ ତାଙ୍କ ଭାଗର ଟଙ୍କା ପାଇନାହାନ୍ତି । ସିନେ ଷ୍ଟୁଡିଓ କୋର୍ଟକୁ କହିଛନ୍ତି ଯେ, ଦୁଇଟି ପ୍ରଡକ୍ସନ ହାଉସ ଫିଲ୍ମ ନିର୍ମାଣ ପାଇଁ ଚୁକ୍ତିନାମା କରିଛି । ଚୁକ୍ତିନାମା ଅନୁଯାୟୀ, ସିନେ ଷ୍ଟୁଡିଓ ୩୫ ପ୍ରତିଶତ ଲାଭର ଅଂଶ ଅଟେ, କିନ୍ତୁ ଟି-ସିରିଜ ସିନେ ଷ୍ଟୁଡିଓର ମଞ୍ଜୁରି ବିନା ଫିଲ୍ମ ତିଆରି କରି, ପ୍ରଚାର କରି ଏବଂ ରିଲିଜରେ ଟଙ୍କା ଖର୍ଚ୍ଚ କରିଥିଲା । କୌଣସି ତଥ୍ୟ ସେୟାର ନ କରି ବକ୍ସ ଅଫିସ ବିକ୍ରିରେ ଲାଭ ଅର୍ଜନ କରିଥିଲା । ଏହା ପରେ ବି ଟି-ସିରିଜ ସିନେ ଷ୍ଟୁଡିଓକୁ କିଛି ମଧ୍ୟ ଟଙ୍କା ଦେଇନାହିଁ । ସେପଟେ ଏହାର ଜବାବରେ ଟି-ସିରିଜ କହିଛି ଯେ, ଆବେଦନକାରୀଙ୍କୁ ୨.୬ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାର ସବିଶେଷ ତଥ୍ୟ କୋର୍ଟରେ ପ୍ରକାଶ କରାଯାଇନାହିଁ ।
-
#SaariDuniyaJalaaDenge #YaaloYaalaa #Moochchaangoode #AppaNeeNagu #EnivarumoAaNall film version video song out now❤️🔥https://t.co/gavrqdu9Qm@AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23 @yourjaani @AdithyarkM @BPraak @anuragkulkarni_… pic.twitter.com/UN2qxwyPYj
— Animal The Film (@AnimalTheFilm) January 15, 2024 " class="align-text-top noRightClick twitterSection" data="
">#SaariDuniyaJalaaDenge #YaaloYaalaa #Moochchaangoode #AppaNeeNagu #EnivarumoAaNall film version video song out now❤️🔥https://t.co/gavrqdu9Qm@AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23 @yourjaani @AdithyarkM @BPraak @anuragkulkarni_… pic.twitter.com/UN2qxwyPYj
— Animal The Film (@AnimalTheFilm) January 15, 2024#SaariDuniyaJalaaDenge #YaaloYaalaa #Moochchaangoode #AppaNeeNagu #EnivarumoAaNall film version video song out now❤️🔥https://t.co/gavrqdu9Qm@AnimalTheFilm @AnilKapoor #RanbirKapoor @iamRashmika @thedeol @tripti_dimri23 @yourjaani @AdithyarkM @BPraak @anuragkulkarni_… pic.twitter.com/UN2qxwyPYj
— Animal The Film (@AnimalTheFilm) January 15, 2024