ETV Bharat / elections

‘ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବି’ - mla

ବିଧାୟକ ଭାବେ ନିର୍ବାଚିତ ହେଲେ ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ସହ ଜଳସେଚନକୁ ଗୁରୁତ୍ବ ଦେବି ବୋଲି ବୀରମହାରାଜପୁର ବିଧାନସଭାର ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 12, 2019, 10:01 PM IST

ସୁବର୍ଣ୍ଣପୁର : ବିଧାୟକ ଭାବେ ନିର୍ବାଚିତ ହେଲେ ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ସହ ଜଳସେଚନକୁ ଗୁରୁତ୍ବ ଦେବି ବୋଲି ବୀରମହାରାଜପୁର ବିଧାନସଭାର ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା କହିଛନ୍ତି । ଏହା ସହ ସ୍ଥାନୀୟ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଓ ପାନୀୟ ଜଳ ଆଦି ସମସ୍ୟାର ସମାଧାନ କରିବି ବୋଲି ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପୁରୁଣା କେନାଲର ପୁନଃରୁଦ୍ଧାର ସାଙ୍ଗକୁ ସୁରୁବାଲି ଜୋର ପ୍ରକଳ୍ପ କରି ଜଳସେଚନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏଥିସହ ଗରିବ, ଅସହାୟ, ବେରୋଜଗାର ତଥା ଶିଶୁମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଜିତିବା ପରେ ହାତକୁ ନିଆଯିବ ବୋଲି ସେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.