ETV Bharat / city

ପୁଣି 4ଟି ଗେଟ ଖୋଲିଲା ହୀରାକୁଦ ଜଳଭଣ୍ଡାର - ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ

ଆଜି ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରର ପୁଣି 4ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ 12ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 13, 2019, 8:44 AM IST

Updated : Sep 13, 2019, 4:36 PM IST

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ପୁଣି ହୀରାକୁଦର 4ଟି ଗେଟ ଖୋଲାଯାଇଛି। ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2 ଲକ୍ଷ 45 ହଜାର 176 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ 1 ଲକ୍ଷ 49 ହଜାର 880 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସକାଳେ ହୀରାକୁଦ ଜଳ ଭଣ୍ଡାରର 3ଟି ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ନରେ ଆଉ 4ଟି ଗେଟ ଖୋଲାଯାଇଛି । ସମୁଦାୟ 12ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର 628.12 ଫୁଟ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜି ସକାଳୁ ହୀରାକୁଦ ର ଆଉ 3 ଟି ଗେଟ ଖୋଲିଛି। ଏପରି ଭାବେ ମୋଟ 8 ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି।Body:ବର୍ତମାନ ହୀରାକୁଦ ଜଳ ଭଣ୍ଡାର ର ଜଳସ୍ତର 627-85ଫୁଟ ରହିଛି।ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 2,16,238 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ରୁ ସେକେଣ୍ଡ ପ୍ରତି 1,01,885 କ୍ୟୁସେକ ଜଳ ନିଷ୍କାସନ ହେଉଛି।Conclusion:ବର୍ତ୍ତମାନ ମୋଟ 8 ଟି ଗେଟରେ ଜଳ ନିଷ୍କାସନ ହେଉଛି।ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି।
Last Updated : Sep 13, 2019, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.