ETV Bharat / city

ମେଡ଼ିସିନ ଷ୍ଟୋର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ: ସିସିଟିଭିରେ କଏଦ ହେଲା ଦୃଶ୍ୟ - ସମ୍ବଲପୁର ଖବର

ଔଷଧ ଦୋକାନ ଭିତରେ ପଶି ଖଣ୍ତା ତରୁଆଲ ବୁଲାଇ ଲୁଟ କଲେ ଦୁବୃର୍ତ୍ତ । ସମ୍ବଲପୁର ସହର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ଅଧିକ ପଢନ୍ତୁ

ମେଡ଼ିସିନ ଷ୍ଟୋର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ : ସିସିଟିଭିରେ କଏଦ ହେଲା ପୁରା ଘଟଣା

author img

By

Published : Dec 22, 2021, 10:02 PM IST

ସମ୍ବଲପୁର : ଔଷଧ ଦୋକାନ ଭିତରେ ପଶି ଖଣ୍ତା ତରୁଆଲ ବୁଲାଇ ଲୁଟ କଲେ ଦୁବୃର୍ତ୍ତ । ସମ୍ବଲପୁର ସହର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏ ଘଟଣା। ସବୁଠାରୁ ବଡ଼ କଥା ହେଲା ଏହି ସବୁ ଘଟଣା କଏଦ ହୋଇଛି ସିସିଟିଭିରେ । ଦାଦା ବଟି ଟଙ୍କା ନ ଦେବାରୁ ଔଷଧ ଦୋକାନ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଟଙ୍କା ଦେବାକୁ ମନା କରିବାରୁ ତିନି ଥର ଭୁଜାଲିରେ ଚୋଟ ପକାଇଥିଲେ ଦୁବୃର୍ତ୍ତ ।

ମେଡ଼ିସିନ ଷ୍ଟୋର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ : ସିସିଟିଭିରେ କଏଦ ହେଲା ପୁରା ଘଟଣା

ପରେ ଜୋର ଜବରଦସ୍ତି ଖଣ୍ଡା ଦେଖାଇ ଟଙ୍କା ନେଇଥିଲେ । ସମ୍ବଲପୁର ଧନୁପାଲି ଥାନା ଅନ୍ତଗତ ଧନକଉଡା ବ୍ଲକ ସମ୍ମୁଖରେ ଥିବା ଏକ ମେଡିକାଲ ଷ୍ଟୋର ଭିତରେ ଏ ଘଟଣା ହୋଇଛି । ଆଉ ଲୁଟ ସମୟ ସବୁ ଚିତ୍ର ସିସିଟିଭି କ୍ୟାମେରା କଏଦ ହୋଇଛି । ଏହି ଘଟଣାରେ 2ଜଣ ଦୁବୃର୍ତ୍ତ ସାମିଲ ଥିବାବେଳେ ଜଣେ ମୁହଁରେ ମୁଖା ପିନ୍ଧିଥିବାବେଳେ ଆଉ ଜଣେ ହେଲମେଟ ଲଗାଇଥିଲେ। ସିସିଟିଭିକୁ ଆଧାର କରି ଧନୁପାଲି ପୋଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.