ETV Bharat / city

ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ, ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ - ନୂଆଁଖାଇ ପାଇଁ ଆସନ୍ତାକାଲି ବାହାରିବ ଲଗ୍ନ

ଆସୁଛି ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ । ଏଥିପାଇଁ ଆସନ୍ତାକାଲି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ପଣ୍ଡିତ ମହାସଭାରେ ଏହି ଶୁଭଲଗ୍ନ ଧାର୍ଯ୍ୟ ହେବ । ଅଧିକ ପଢନ୍ତୁ

ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ, ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ

author img

By

Published : Aug 18, 2022, 10:29 PM IST

ସମ୍ବଲପୁର: ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଆସନ୍ତା କାଲି ଶୁକ୍ରବାର ବାହାରିବ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ । ଶୁକ୍ରବାର ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଓ ଜ୍ୟୋତିଷ୍କ ମାନଙ୍କ ମହାସଭାରେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯିବ। ପରମ୍ପରା ମୁତାବକ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ପାଇଁ ଲଗ୍ନ ବାହାର କରାଯାଇଥାଏ ।

ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ, ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ

ଆସୁଛି ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ଆସନ୍ତାକାଲି ଧାର୍ଯ୍ୟ ହେବ ଲଗ୍ନ । ଏଥିପାଇଁ ଆସନ୍ତାକାଲି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ପଣ୍ଡିତ ମହାସଭାରେ ଏହି ଶୁଭଲଗ୍ନ ଧାର୍ଯ୍ୟ ହେବ । ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଜାତକ ଅନୁସାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିବେ।

ଚଳିତବର୍ଷ ଲଗ୍ନ ଧାର୍ଯ୍ୟ କରିବା ପାଇଁ 10 ଜଣ ପଣ୍ଡିତ ଏହି ଦାୟିତ୍ୱରେ ରହିବେ ବୋଲି ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.