ETV Bharat / city

92 ପ୍ରତିଶତ ମାର୍କ ରଖି ସମ୍ବଲପୁରରେ ପ୍ରଥମ ହେଲେ ବର୍ଷା - Samblapur

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସମ୍ବଲପୁର ଜୋନରେ ପାସ୍ ହାର 72.74 ପ୍ରତିଶତ ରହିଛି । ସମ୍ବଲପୁର ଧନୁପାଲି ଶିଶୁ ବିଦ୍ୟା ମନ୍ଦିରର ବର୍ଷା ମହାପାତ୍ର ସର୍ବାଧିକ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 21, 2019, 1:44 PM IST

ସମ୍ବଲପୁର: ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସମ୍ବଲପୁର ଜୋନରେ ମୋଟ 1 ଲକ୍ଷ 25 ହଜାର 233 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ 87 ହଜାର 894 ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସମ୍ବଲପୁର ଜୋନରେ ପାସ୍ ହାର 72.74 ପ୍ରତିଶତ ରହିଛି । ଏନେଇ ମାଧ୍ୟାମିକ ଶିକ୍ଷା ପରିଷଦ ଅଞ୍ଚଳ କାର୍ଯ୍ୟାଳୟ ସମ୍ବଲପୁରର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ୍ ହାର 85.48 ଥିବାବେଳେ 58.21 ପ୍ରତିଶତରେ ସର୍ବନିମ୍ନ ରହିଛି ନୂଆପଡା । ସମ୍ବଲପୁରର ଧନୁପାଲି ଶିଶୁ ମନ୍ଦିରର ବର୍ଷା ମହାପାତ୍ର 92.33 ପ୍ରତିଶତ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.